ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଅନୁଷ୍ଠିତ

ଜୁନାଗଡ଼ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଅନୁଷ୍ଠିତ

ଜୁନାଗଡ଼, ୧୯/୧୧/୨୦୨୫(ମନୀ ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସଂସ୍କୃତି ଭବନ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ,ଆୟୋଜିତ ହୋଇଯାଇଛି।ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ କରଙ୍କ ସଭାପତିତ୍ୱରଏହି ଅବସରରେ ବିଧାୟକ ପ୍ରତିନିଧି ପ୍ରଶାନ୍ତ ପଟ୍ଟଯୋଶୀ,ବ୍ଲକ ଅଧକ୍ଷ୍ୟା ସବିତା ମେହେର, ଏନଏସି ଅଧକ୍ଷ୍ୟା ହିମାଦ୍ରୀ ନାଏକ,ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଲାଲ ବାହାଦୂର ଯାନୀ,ଆବାହକ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରୀତି ମଞ୍ଜରୀ ନାଏକ,ଏସଡିଭିଓ ମଧୁସୂଦନ ଦାସ, ମତ୍ସ୍ୟ ଅଧିକାରୀ ଲଳିତ ମୋହନ ମହାନନ୍ଦ ପ୍ରମୁଖ ମଞ୍ଚ।ସିନ ଥିଲେ।ଏହି ମେଲାରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, କୃଷି ବିଭାଗ, ମତ୍ସ୍ୟ ବିଭାଗ, ଓମଫେଡ, ପ୍ରାଣୀସମ୍ପଦ, ମିଶନ ଶକ୍ତି, ଉଦ୍ୟାନ ବିଭାଗ ପ୍ରମୁଖ ନିଜ ନିଜର ଷ୍ଟଲ ପ୍ରଦର୍ଶନ କରିଥିଲେ।ଏହି ମେଳାରେ ବ୍ଲକର ସମସ୍ତ ପଞ୍ଚାୟତରୁ ଅନେକ ଲୋକ ଉପସ୍ଥିତ ଥିଲେ।ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି ଓ ରାଜ୍ୟରେ ଚାଷୀଙ୍କ ସମୃଦ୍ଧି ବିଷୟରେ ବ୍ୟାପକ ଆଲୋଚନା କରାଯାଇଥିଲା। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବ୍ରହ୍ମା କୁମାରୀ ଆଶ୍ରମରେ ମାତୃ ଦିବସ ପାଳନ

ରାଇରଙ୍ଗପୁର ଝାଡ଼ଖଣ୍ଡ ମୁକ୍ତିମୋର୍ଚା କାର୍ଯ୍ଯାଳୟ ଠାରେ ସମ୍ବିଧାନ ଦିବସ ପାଳିତ 

masiha

ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ରେ ରାଉରକେଲା ମଜଦୁର ସଭା ର ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!