ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାହାରପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ   

ବାହାରପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ                                             

ଆସିକା, ୨୪/୧୧/୨୫ ଆଜି ଧରାକୋଟ ବ୍ଲକର ଏଗାର ତମ ଜନଶୁଣାଣି କାର୍ଯ୍ୟକ୍ରମ ବାହାରପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ବି ଡି ଓ ସଂଗ୍ରାମ କେଶରୀ ଜେନା , ତହସିଲଦାର ଲମ୍ବୋଦର ମାରାଣ୍ଡି,ଏ ବିଡ଼ିଓ ସୁଶୀଲ ପଟ୍ଟନାୟକ, ସରପଞ୍ଚ ଗୀତାଞ୍ଜଳୀ ନାୟକ,ସମି ସମିତି ସଭ୍ୟ ସୁଜାତା ଜେନା,ନାଏବ ସରପଞ୍ଚ ସଚିଦାନନ୍ଦ ତ୍ରିପାଠୀ,ଭି ଏ ଏସ ଡାକ୍ତର ମାନସ ରଞ୍ଜନ ପଲେଇ ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ଡି. କନ୍ୟା କୁମାରୀ,କନିଷ୍ଠ ଯନ୍ତ୍ରୀ ପ୍ରେମ ରଞ୍ଜନ ମହାପାତ୍ର,ଯୋଗାଣ ଅଧିକାରୀ ସଂଜୟ ମଲ୍ଲିକ,ବି ଏସ ଏସ ଓ ସଚିନ ପାତ୍ର , କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା,ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରାକେଶ ମାଝୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ ବିରୁପାକ୍ଷ ପଟନାୟକ, ଜି ପି ଇ ଓ ଦେବରାଜ ନାୟକ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ,ରାଜସ୍ବ ନୀରିକ୍ଷକ ରାଜେଶ ବଳ, ବ୍ଲକ କୃଷି ଅଧିକାରୀ ବିଶ୍ଵନାଥ ବେହେରା,ସହ କୃଷି ଅଧିକାରୀ ଅନିଲ କୁମାର ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମୂଲ୍ୟ ରାଉଳ, ଏ ଡି ଇ ଓ ଲଳିତା ପାତ୍ର,ମନରେଗା ବିଭାଗର ଅମେସ ବେହେରା,ଦୀପକ ପଟନାୟକ, ସଂଜୀବ ରାଉଳ ଙ୍କ ସମେତ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେମଧ୍ୟ ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ଲଗାତାର ଅନୁପସ୍ଥିତି ରହିବା ସହ ଆଦୌ କାର୍ଯ୍ୟଳୟ କୁ ଆସୁନଥିବା ଜନ ଶୁଣାଣି କାର୍ଯକ୍ରମ ରେ ଅଭିଯୋଗ ହୋଇଥିଲା ।ଆଜିର ଜନଶୁଣାଣୀ ରେ ମୋଟ 40 ଜଣ ନିଜର ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏଥିରେ ଗୋପାଳ କୃଷ୍ଣ ପାଢ଼ୀ, ଦଣ୍ଡପାଣି ଜେନା ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ଉପସ୍ଥିତ ରହିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଦେଢ ଏକର ଜମି ଧାନ ୧ ଟି ଗଦା ପୋଡି ନଷ୍ଟ

masiha

ପ୍ରକାଶ ପାଇଲା ନିବନ୍ଧ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସୁନ୍ଦରଗଡ଼

Sunil Chandra Nayak

ନୂତନ ବିଡ଼ିଓଙ୍କ ଯୋଗଦାନ

masiha

Leave a Comment

error: Content is protected !!