ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେ଼ଙ୍କାନାଳ ହରିପୁର ନିକଟ ଆଇପିଏଲରେ ଆଖୁପେଡ଼ା ଉଦ୍ଘାଟନ

ଢେ଼ଙ୍କାନାଳ ହରିପୁର ନିକଟ ଆଇପିଏଲରେ ଆଖୁପେଡ଼ା ଉଦ୍ଘାଟନ

ଢେଙ୍କାନାଳ(ମନିସ)30/11/25 —  ଢେଙ୍କାନାଳ ସ‌ହର ନିକଟ ହରିପୁରଠାରେ ଥିବା ଇଣ୍ଡିୟାନ ପୋଟାସ ଲିମିଟେଡରେ ଆଜିଠାରୁ ଆଖୁପେଡ଼ା କାର୍ଯ୍ୟର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଉଦ୍ଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଉପସ୍ଥିତ ରହି ଆଖୁପେଡା ଖାଦ୍ୟକୁ ମାଙ୍କ ନିକଟରେ ପୂଜା ପାଠ ପରେ ଆରମ୍ଭ କରିଥିଲେ । କମ୍ପାନୀର ଜେନେରାଲ ମ୍ୟାନେଜର ତଥା ୟୁନିଟ ହେଡ ବିକାଶ କୁମାର ଚୌଧୁରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ ସତ୍ୟ, ଅହିଂସା ଓ କର୍ତ୍ତବ୍ୟନିଷ୍ଠାର ଆଦର୍ଶ ଆପଣାଇବାକୁ ଆହ୍ୱାନ

Sunil Chandra Nayak

ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ଶ୍ରଦ୍ଧା ପକ୍ଷରୁ ଟିପିଡବ୍ଲୁଓଡିଏଲ୍ ସହଯୋଗରେ ଭିନ୍ନକ୍ଷମଙ୍କ ପାଇଁ ଥେରାପି ଅନ୍ ହୁଇଲ୍ସ ଉଦ୍ଘାଟିତ

Leave a Comment

error: Content is protected !!