ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଣାସରରେ କଳସ ଶୋଭାଯାତ୍ରା

ପୁରୁଣାସରରେ କଳସ ଶୋଭାଯାତ୍ରା

ଜୁନାଗଡ଼ ୨୧/୩ ( ମନୀସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ଗ୍ରାମ ପଞ୍ଚାୟତର ପୁରୁଣାସର ଗ୍ରାମରେ ଆଜି ୨୪ ପ୍ରହର ନାମ ଯଜ୍ଞ ପାଇଁ ଏକ ବିରାଟ କଳସ ଶୋଭାଯାତ୍ରାରେ ଶତାଧିକ ମହିଳା ପୁରୁଷ ଏକ ତ୍ରିତ ହୋଇ ସଂକୀର୍ତ୍ତନ ଦଳ ସହ ସାମିଲ ହୋଇ ନିକଟସ୍ଥ ବନ୍ଧ ରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ ।ଏଥିରେ କର୍ତ୍ତା ଭାବେ ଲିଙ୍ଗରାଜ ପଟ୍ଟନାୟକ ଓ ତାଙ୍କ ପତ୍ନୀ ସୁଶ୍ରୀତ। ପଟ୍ଟନାୟକ ଦାୟିତ୍ୱ ତୁଲାଇଥିଲେ ।ମୁଖ୍ୟ ପୂଜକ ଭାବେ ବବ୍ଲୁ ଖମାରି ଓ କ।ଲେଶ୍ୱର ପାଢ଼ୀ ପୂଜାର୍ଚ୍ଚନା ଦାୟିତ୍ୱ ତୁଳାଇଥିବା ବେଳେ ଆୟୋଜକ କମିଟିର ସଭାପତି ସୁନ୍ଦରମଣି ପଟେଲ ,ଉପ ସଭାପତି ୟସପାଳ ପଣ୍ଡା ,ସମ୍ପାଦକ ତୁଷାର ରଞ୍ଜନ ପଟ୍ଟନାୟକ ଓ କୋଷ।ଧକ୍ଷ ଭାବେ ସୁଶାନ୍ତ ନ।ଏକ ରହିଛନ୍ତି ।ଏଥିରେ ଉପଦେଷ୍ଟା ଭାବେ ବାଲ୍ମୀକି ନ।ଏକ ,ଜାମିନି କାନ୍ତ ପାଣିଗ୍ରାହୀ ,ପୂର୍ଣ ଚନ୍ଦ୍ର ପାଣିଗ୍ରାହୀ ,ରାମ ଚନ୍ଦ୍ର ଲହଜଳ ,ବ୍ରଜ ମୋହନ ପଟ୍ଟନାୟକ ,ସୁଶୀଲ ପଣ୍ଡା ,ଉଗ୍ରେସନ ମଶ୍ର। ତଥା ପୁରୁଣାସର ଗ୍ରାମବାସୀମାନେ ପ୍ରମୁଖ ସହଯୋଗ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ:- ବର୍ଷିଲେ ଜିଲ୍ଲା ଓକିଲ ସଂଘ ସଭାପତି

Sunil Chandra Nayak

ବର ଘରୁ ବାହାରି ଗ୍ରାମ ରେ ବାଜା ବାଣ କରି ଯିବା ବେଳେ ଅଘଟଣ ,ଲୋକଙ୍କୁ ମାଡି ଗଲା ବରକୁ ନେଇ ଯିବାକୁ ଥିବା କାର , ୧୦ ଗୁରୁତର ୧ ମୃତ

Sunil Chandra Nayak

ମେସିନ ଦ୍ୱାରା ଜାଗା ଚିହ୍ନଟ

Sunil Chandra Nayak

Leave a Comment

error: Content is protected !!