ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଗଣନା କାର୍ଯ୍ୟରେ ନମ୍ବରିଙ୍ଗ କଲେ ଉପଜିଲ୍ଲାପାଳ

ଜନଗଣନା କାର୍ଯ୍ୟରେ ନମ୍ବରିଙ୍ଗ କଲେ ଉପଜିଲ୍ଲାପାଳ

ଆସିକା, ୧୮/୪/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ବରଡାବିଲି, ହରିପୁର ଓ ଦସମାଇଲି ରେ ଭଞ୍ଜନଗର ଉପ ଜିଲ୍ଲାପାଳ ତଥା ତଦରଖ ଅଧିକାରୀ ଉମାଶଙ୍କର ବେହେରା ପହଞ୍ଚି ଜନଗଣନା କାର୍ଯ୍ୟର ସମୀକ୍ଷା କରିବା ସହ ନିଜେ ଘର ଆଗରେ ନମ୍ବରିଙ୍ଗ କରି ଚାର୍ଜ ଅଫିସର ଲମ୍ବୋଦର ମାରାଣ୍ଡି,ଅତିରିକ୍ତ ଚାର୍ଜ ଅଫିସର ଗଣେଶ ଦଳାଇ, ସୁପରଭାଇଜର ବିରୂପାକ୍ଷ ପରିଡ଼ା, ସନ୍ତୋଷ କୁମାର ପାତ୍ର, ଗଣନାକାରି ସୁନୀତା ସେଠୀ,ପବିତ୍ର ସ୍ୱାଇଁ, ଗୀତାଞ୍ଜଳୀ ବେହେରା,ଅନିଲ ବାଗ ଓ ଶରତ ଚନ୍ଦ୍ର ବିଶ୍ୱାଳ ଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଉପିଜିଲ୍ଲାପାଳ ଲୋକଙ୍କୁ ନିଜ ନିଜର ସଠିକ ତଥ୍ୟ ଦେଇ ଜନ ଗଣନାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଅନ୍ୟ ପକ୍ଷରେ ଉପସ୍ଥିତ ସୁପରଭାଇଜର ଓ ଜନଗଣନାକାରି ଙ୍କୁ ସଠିକ ଗଣନା ପାଇଁ ପରାମର୍ଶ ଦେଇଥିଲେ।

Related posts

ଜୁନାଗଡ଼ ଓ ଧର୍ମଗଡଜିଲ୍ଲା ଦାବୀ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ।୬ଟି ବ୍ଲକ ଓ ୨ ଏନଏସିକୁ ନେଇ କେନ୍ଦ୍ରୀୟ କମିଟି ଗଠନ ନିଷ୍ପତି 

masiha

ଦିନ ମଜୁରିଆ ପୁଅ ବିଜୟ ଯୁକ୍ତ ଦୁଇ କଳା ରେ ଧରାକୋଟ ବ୍ଲକ ଟପର 

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ସ୍ବର୍ଣ୍ଣପ୍ରଭା

masiha

Leave a Comment

error: Content is protected !!