ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ମଦ ଜବତ ସହ ୧୨ଟି ମାମଲାରେ ୧୨ ଜଣଙ୍କୁ କେର୍ଟ ଚାଲାଣ

ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ମଦ ଜବତ ସହ ୧୨ଟି ମାମଲାରେ ୧୨ ଜଣଙ୍କୁ କେର୍ଟ ଚାଲାଣ

ରାଉରକେଲା ୧୩/୫, ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚିକଟମାଟି, ବିରିଡା, ଯୋଡ଼ାବନ୍ଧ, ଭାଲୁଲତା ଅଞ୍ଚଳରେ ଚଢ଼ାଉ କରି ମୋଟ ୧୨ ଗୋଟି ମାମଲା ରୁଜୁ କରାଯିବା ସହିତ ୨୦୩ ଲିଟର ବେଆଇନ ମହୁଲି ମଦ ଏବଂ ୪୩ ଲିଟର ବାହାର ଭାଟି ମହୁଲି ମଦ ଜବତ କରାଯାଇଛି । ମୋଟ ୧୨ଟି ମାମଲା ରୁଜୁ କରାଯିବା ସହିତ ୧୨ଜଣ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟ ଚାଲାଣ କରାଯାଇଥିବା ଆସାମୀମାନଙ୍କ ମଧ୍ଯରେ ରହିଛନ୍ତି ମାଗଦାଲି କିସପୋଟା, ରୁକ୍ମଣୀ ବାର୍ଲା, ସୁଶୀଳା କୁମ୍ଭାର, ସୁଶୀଳା କୁମ୍ଭାର, କମଳା କୁମ୍ଭାର, ଅଜୟ ଓରାମ, ପାହାନା ଓରାମ, ପୁଷ୍ପା ତୀର୍କି, ମିନି ସମାସୀ, ରଙ୍ଗବତୀ କୁମ୍ଭାର, ଶର୍ମିଲା ଓରାମ, ଚୁମନି ଓରାମ । 

    ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉରେ ଏକ୍ସାଇଜ୍ ଇନିସପେକ୍ଟର ମୋହନ ପ୍ରଧାନ ଓ ଇନିସପେକ୍ଟର ହେମନ୍ତ ମହାନନ୍ଦିଆ ଏଏସ୍ଆଇ ବିନୋଦିନୀ ବେହେରା , ବିଦ୍ୟୁତ୍ ଭୂଷଣ ଦାଶ, ଆଲୋକ ପ୍ରଧାନ ଓ ଯୁବରାଜ ବାଗ ଓ ଷ୍ଟାଫ୍ଫ- ହେମ ମଞ୍ଜରୀ ବିଶ୍ୱାଳ, ଗୋବର୍ଦ୍ଧନ ବିଶି, ଆୟେଶା ମିଂଜ଼, ତ୍ରିଲୋଚନ ପାଢ଼ୀ, ଆକାଶ ପଟେଲ, ନବୀନ ଭୂୟାଁ, ପ୍ରଦୀପ ଲୁଗୁନ , ବବୁଲ ସ୍ୱାଇଁ, ଲଷ୍ମୀନାରାୟଣ ପାଣିଗ୍ରାହୀ, ଭିକଟୋରିଆ ଡୁଙ୍ଗଡୁଙ୍ଗ, ଟେରେସା ବାର୍ଲା, ଲିଳିମା ଭୋଇ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରଞ୍ଜନ ରାଉତ ପ୍ରମୁଖ ସାମିଲ ଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲାଞ୍ଚୁଆ ରାଜସ୍ବ ନିରୀକ୍ଷିକାଙ୍କୁ ଜେଲ ଦଣ୍ଡ ସହ ଚାକିରିରୁ ବହିସ୍କୃତ

Sunil Chandra Nayak

ଜେଲ ପାଚେରୀ ଡେଇଁ ଜଣେ ବିଚାରାଧୀନ କଏଦୀ ଫେରାର

Sunil Chandra Nayak

ଚପରିଆ ଛକ ନିକଟରେ ବୋଲେରୋ ଧକ୍କା ରେ ଜଣେ ମୃତ

masiha

Leave a Comment

error: Content is protected !!