ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ସର୍ବସଂହା ମାଆ

ସର୍ବସଂହା ମାଆ 

 

ଯିଏ ଯାହା କହୁ ଯେତେ

            ମାଆ ହୃଦ ବୁଝେନା

ପୁଅପାଇଁ ସବୁ କରେ 

               ସହି ନିନ୍ଦା ଗଞ୍ଜଣା ।।

ଧାନ କୁଟୁ ଅବା ସିଏ

               ସେ ଗୋଟାଉ ଗୋବର

ଅନ୍ଧ କଣା କୁଜା କେମ୍ପା

                ପୁଅ ହେଉ ନାଗର

ଏ ଜଗତ ଯେତେ କହୁ

                      ଛାତି କରି ପଥର

 ସର୍ବଂସହା ମାଆ ସିଏ

                 ସହେ ସବୁ ବେଭାର ।।

ତାପରିକେ ଏ ଜଗତେ

                  ସମତୁଲ ହୋଇବ

ତାର ପାଦ ପଦ୍ମେ ସେବା

           କରେ ଯେ ସେ ତରିବ ।।

ରତିନାରାୟଣ ରାଉତ 

ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା

 

Related posts

ବାଲ୍ୟ ବିବାହ ନିରୋଧ ତଥା ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

Sunil Chandra Nayak

ନର୍ଲାରୋଡ଼ ରେ ରାବଣ ପୋଡି ଅନୁଷ୍ଠିତ

Sunil Chandra Nayak

କୋକସରା ବ୍ଳକ – ୭୭.୭୫,ଧର୍ମଗଡ ବ୍ଳକ – ୮୨.୯୯ ଓ ଜୟପାଟଣା ବ୍ଳକରେ – ୭୭.୩୧ ମତଦାନ

Sunil Chandra Nayak

Leave a Comment

error: Content is protected !!