ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖ୍ୟାତି ସମ୍ପନ୍ନ ସମାଜସେବୀ ପ୍ରାଧ୍ୟାପକ ପ୍ରଫେସର ଡକ୍ଟର କଲିମୁଲ୍ଲା ସମ୍ବର୍ଦ୍ଧିତ 

ଖ୍ୟାତି ସମ୍ପନ୍ନ ସମାଜସେବୀ ପ୍ରାଧ୍ୟାପକ ପ୍ରଫେସର ଡକ୍ଟର କଲିମୁଲ୍ଲା ସମ୍ବର୍ଦ୍ଧିତ 

କଟକ : ୪୨ ମୌଜା ବରାଳ ଗ୍ରାମ ମା’ ନାରାୟଣୀ ମନ୍ଦିର ମୀନାବଜାର ପଡିଆରେ ପଲ୍ଲୀଶ୍ରୀ କଳା ପରିଷଦ ଦ୍ବାରା ପରିବେଶିତ ସାମାଜିକ ନାଟକ “ମୁଁ ଅନାଥ ତୁ ଜଗନ୍ନାଥ” ମଞ୍ଚସ୍ଥ ହୋଇଥିଲା । କଳପଡା ପଞ୍ଚାୟତ ଓ କୂଳସରିଚୁଆଁ ପଞ୍ଚାୟତ ମିଳିତ ଆନୁକୂଲ୍ୟରେ ଏବଂ ବରାଳ ଗ୍ରାମବାସୀଙ୍କ ଅକୁଣ୍ଠ ସାହାଯ୍ୟ ସହଯୋଗରେ ଉକ୍ତ ନାଟକ ଗ୍ରାମାଞ୍ଚଳର ବିଶିଷ୍ଟ କଳାକାର ମାନଙ୍କ ଦ୍ଵାରା ମଞ୍ଚସ୍ଥ ହୋଇ ଖୁବ୍ ସୁନ୍ଦର ଭାବେ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । ଏହି ପଵିତ୍ର ଅବସରରେ ବିଭିନ୍ନ ପ୍ରତିଭାଧାରୀ ବ୍ୟକ୍ତିତ୍ଵଙ୍କ ସହ ବିଶିଷ୍ଟ ଶିକ୍ଷାବିତ୍,ସାରସ୍ଵତ ସାଧକ,ସାହିତ୍ୟିକ, ଖ୍ୟାତି ସମ୍ପନ୍ନ ସାମାଜିକ କର୍ମୀ,ଦକ୍ଷ ସଂଗଠକ,ପରିବେଶବିତ୍ ତଥା ୪୨ ମୌଜା ରାଉତରାପୁର ଗ୍ରାମର କୃତୀ ସନ୍ତାନ ପ୍ରାଧ୍ୟାପକ ପ୍ରଫେସର ଡକ୍ଟର କଲିମୁଲ୍ଲାଙ୍କୁ ଉଲ୍ଲେଖନୀୟ ଅବଦାନ ନେଇ ସମ୍ବର୍ଦ୍ଧିତ କରା ଯାଉଛି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଦୁଇ ଦିନିଆ ଖାଦ୍ୟ ମେଳା ଉଦଯାପିତ ,ମାଣ୍ଡିଆ ପିଠା ପଣା ରେ ମହକିଲା ମଞ୍ଚ

Sunil Chandra Nayak

ଆରଣ୍ୟକ ବାରିକ୍ ସଂଘର କର୍ମ କର୍ତ୍ତା ଚୟନ

Sunil Chandra Nayak

ରାଉରକେଲାରେ ବିଶ୍ବ ରେଡକ୍ରସ ଦିବସ ପାଳିତ 

Leave a Comment

error: Content is protected !!