ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ 

ସମାଜସେବୀ ଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ 

ଆସିକା, ୨୯/୭/୨୬ (ଶିବ ଶଙ୍କର ମିଶ୍ର ) ବୁଧବାର ଦିନ ଧରାକୋଟ ସ୍ଥିତ କଳା ବିକାଶ କେନ୍ଦ୍ର ଠାରେ ସମାଜସେବୀ ସୁନିଲ କୁମାର ମହାନ୍ତି ଙ୍କ ଆହ୍ୱାନ ରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି | ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ଅଞ୍ଚଳର ବିକାଶ ସହ ରାଜନୀତି ରୁ ଉର୍ଦ୍ଧ ରେ ରହି ସମସ୍ତ ଜନସାଧାରଣ ମାନଙ୍କ ସେବା କରିବା ତଥା ସମସ୍ତ ଙ୍କ ସହଯୋଗରେ ସମାଜ କୁ ସରସ ସୁନ୍ଦର କରି ଗଢିବା ବୋଲି ସମାଜସେବି ସୁନୀଲ ଭାଇ ମତ ପ୍ରକାଶ କରିଥିଲେ | ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଟୁକୁନା ନାୟକ,ଶିବ ଶଙ୍କର ପାତ୍ର,ଟୁନା ବିଷୋୟୀ,ଦେବାଶିଷ ମିଶ୍ର,ପବିତ୍ର ବିଷୋୟୀ, ଅନୁପ ଜେନା, ଅଶ୍ୱିନ ବିଷୋୟୀ, ସିଲୁ ବିଷୋୟୀ, ଚିରଞ୍ଜିବି ରେଡ୍ଡୀ, ମୁନା ଦୋରା, ମୁନା ସାହୁ,ରୀତି ବିଷୋୟୀ, ଶିବ ପ୍ରସାଦ ଦାସ, ରୋହିତ ନାୟକ, ମଙ୍ଗୁଳୁ ଗୌଡ଼, ନାରାୟଣ ସ୍ୱାଇଁ, ଗଣେଶ ସ୍ୱାଇଁ, ସମୀର ନାୟକ ଏବଂ ସାନଖେମୁଣ୍ଡି ବ୍ଲକ ରୁ ସଞ୍ଜୟ ପ୍ରଧାନ, ଗଙ୍ଗାଧର ଭୂୟାଁ, ସନାତନ ନାୟକ,ଅମିତ ବାରିକ, ତୋଫାନ ତାରଣି, ମିଥୁନ ଜେନା,ସମେତ ୫୦୦ ରୁ ଉର୍ଦ୍ଧ ବିଶିଷ୍ଟ ବ୍ୟକ୍ତି ଗଣ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମ କୁ ପ୍ରଭାକର ପ୍ରଧାନ, ମାନସ ରଞ୍ଜନ ନାୟକ, ମିଥୁନ ପ୍ରଧାନ, ମଣ୍ଟୁ ବିଷୋୟୀ, ଗଗନ ବିହାରୀ ସ୍ୱାଇଁ ପ୍ରମୁଖ ପରିଚାଳନା କରାଇଥିଲେ |

Related posts

ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତି ଙ୍କ ବିୟୋଗରେ ଏଚ୍.ଏମ.ଏସ ପକ୍ଷରୁ ବିଜୟ ମହାନ୍ତି ଙ୍କ ଶୋକ ପ୍ରକାଶ

ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ଶିଶୁ ଦିବସ ପାଳନ 

masiha

କାଶ୍ମୀର ପହେଲଗାମ ରେ ଉଗ୍ରପନ୍ଥୀଙ୍କ ନରସଂହାର ପ୍ରତିବାଦରେ ସି ପି ଆଇ ଏମ୍ ର ବିକ୍ଷୋଭ, ନିରୀହ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ସନ୍ସାସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

masiha

Leave a Comment

error: Content is protected !!