ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ମହିଳାଙ୍କୁ ବିଧାୟକଙ୍କ ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ..,

ଅସହାୟ ମହିଳାଙ୍କୁ ବିଧାୟକଙ୍କ ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ..,

ରାଉରକେଲା : ଇସ୍ପାତ ସହରାଞ୍ଚଳର ସେକ୍ଟର-୨ ଖରିଆବାହାଲ ବସ୍ତିରେ ରାହୁଥୁବା ସୁଷମା ମହାପାତ୍ରଙ୍କ ଘରଟି କିଛିଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଭାଙ୍ଗି ଯାଇଥିଲା । ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟି ମିଟିଙ୍ଗ ପାଇଁ ଭୁବନେଶ୍ବର ଗସ୍ତରେ ଥିବା ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଗତକାଲି ରାଉରକେଲା ଫେରିବା ପରେ ସୁଷମା ମହାପାତ୍ର ବିଧାୟକଙ୍କୁ ସାକ୍ଷାତ କରି ନିଜ ସମସ୍ୟା ସମ୍ବନ୍ଧରେ ଜଣାଇଥିଲେ । ବିଧାୟକ ଶ୍ରୀ ତନ୍ତୀ ସଙ୍ଗେ ସଙ୍ଗେ ସୁଷମାଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏତଦ ବ୍ୟତୀତ ସରକାରଙ୍କ ନିୟମାନୁସାରେ ସମସ୍ତ ସହାୟତା ଯୋଗାଇ ଦେବାପାଇଁ ମଧ୍ୟ ଵିଧାୟକ ଶ୍ରୀ ତନ୍ତୀ ପ୍ରତିଶୃତି ଦେଇଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରଥ ଯାତ୍ରା ପାଇଁ ସମନ୍ୱୟ ବୈଠକ

Sunil Chandra Nayak

ରାଉରକେଲା ରେ ସୁରେନ୍ଦ୍ର ପରିବାର ଗଠନ 

masiha

ଗୋପବନ୍ଧୁ ପାଠାଗାରରେ ଶୋକ ସଭା

masiha

Leave a Comment

error: Content is protected !!