ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୁରୁଣାଘାଟୀ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ ସହ କାର୍ ଓ ବୋଲେରୋ ଧକ୍କା; ବାଇକ ଦୁଇ ଆରୋହୀ ଗୁରୁତର

ରାଇରଙ୍ଗପୁର ପୁରୁଣାଘାଟୀ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ବାଇକ ସହ କାର୍ ଓ ବୋଲେରୋ ଧକ୍କା; ବାଇକ ଦୁଇ ଆରୋହୀ ଗୁରୁତର

ରାଇରଙ୍ଗପୁର – ୩/୦୮ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର ପୁରୁଣାଘାଟୀ ଗ୍ରାମର ସୋନାଲିକା ଟ୍ରାକ୍ଟର ସୋ ରୁମ ସମ୍ମୁଖରେରେ ଆଜି ସୋମବାର ସଂନ୍ଧ୍ଯା ୭ .୩୦ ଟା ପାଖାପାଖି ସମୟରେ ଏକ ବାଇକ୍ କୁ ଧକ୍କା ଦେଲେ କାର୍ ଓ ବୋଲେରୋ । ବାଇକ ଚାଳକ ଓ ଆରୋହୀ ରାସ୍ତା ଉପରକୁ ଛିଟିକି ପଡ଼ି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେତାଶୂନ୍ଯ ହୋଇ ପଡ଼ିଥିଲେ ।ରାଇରଙ୍ଗପୁର ପିସିଆର୍ ଘଟଣା ସ୍ଥଳରେ ଦୁଇ ଗୁରୁତରଙ୍କୁ ନିମିଷେ ମାତ୍ରେ ରାଇରଙ୍ଗପୁର ହସ୍ପିଟାଲ ପହଞ୍ଚାଇ ଥିଲେ ।ବାଇକ ଚାଳକ ଓ ଆରୋହୀ ହେଲେ ପୁରୁଣାଘାଟୀ ଅଭିଷେକ ମହାକୁଡ଼ ଏଵଂଇନ୍ଦ୍ରଜିତ ସର୍ଦାର ।ଅଭିଷେକ ମହାକୁଡ଼ ଖପୁରି ଉଡ଼ି ଯାଇଛି ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡିବି ଗୁଡିକ ଜବତ କରି ତଦନ୍ତ କରୁଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବାତ୍ୟା ପରେ ବଢ଼ିଲା ନାଳରେ ଭାସିଗଲେ ଗରିବ ଚାଷୀ

masiha

ବେଢ଼ାବନ୍ଧରେ ବୁଡି ପୁଣି ଜଣେ ମୃତ

masiha

ରାଇରଙ୍ଗପୁରରେ ଵାମନଘାଟୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ମହାସମାରୋହରେ ବିଶ୍ବ ପଖାଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!