ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ୨୦୨୨ ପାଳିତ

ଢ଼େଙ୍କାନାଳ -:  ଆଜି ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ ଅବସରରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ କିଶନରେଡ୍ଡୀ ଗଙ୍ଗୁପୁରମ୍,, ଅର୍ଜୁନ ରାମପାଲ ମହୋଦୟ ଙ୍କ ଉପସ୍ଥିତିରେ ମେକ୍ ଇଟ୍ ଆଣ୍ଡ ଟେକ ସାଇନିଶ କିଟ୍ ଶୀର୍ଷକ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଇଶୋ,ଢେଙ୍କାନାଳ ଓ ଆଦୃତି ଶିଶୁ ଗୃହ ର ଅନାଥ, ଅବହେଳିତ ୮୮ ଜଣ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ତତ୍ ସହିତ ପ୍ରତ୍ୟେକ ଦୁଇଟି ଲେଖାଏଁ ପ୍ରକଳ୍ପ ଉପସ୍ଥାପନ କରି ଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ ଗତ ୧୬ତାରିଖ ଠାରୁ ଆସନ୍ତା ୨୦ ତାରିଖ ଯାଏଁ ପ୍ରବେଶ ଶୁକ୍ଳ ସମ୍ପୂର୍ଣ ମାଗଣା କରାଯାଇଛି ।ଏଠାରେ ସମସ୍ତେ ଆରାମ ରେ ବୁଲିବା ସହ ବିଜ୍ଞାନ ଉଦ୍ୟାନ ଉପଭୋଗ କରି ପାରିବେ ବୋଲି ବିଭାଗୀୟ ମୁଖ୍ୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଅବିନାଶ ମହାପାତ୍ର ଙ୍କ କବିତା କୋଣାର୍କ

ଦୁର୍ଘଟଣା ପରେ ଚେତିଲା ପ୍ରଶାସନ, ଥୁଆମୂଳ ରାମପୁର ବାର୍ଷିକୋନା ର ଲୋକେ ପି ଡି ଏସ ପାଇବେ ଦାସିଗାଁ ପଂଚାୟତରେ , ୫୩ ପରିବାର ହେବେ ଉପକୃତ

Sunil Chandra Nayak

କଲଚରାଲ ଏକାଡେମୀର ୩୧ତମ ପତ୍ର ପତ୍ରିକା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!