ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇକେଲ ଦୁର୍ଘଟଣାରେ ଯୁବକ ମୃତ 

ସାଇକେଲ ଦୁର୍ଘଟଣାରେ ଯୁବକ ମୃତ 

ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ)୨୪/୦୮ ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋରୁମହିଷାଣୀ ଥାନା ଅଞ୍ଚଳର ଵିଜାତଳା ବ୍ଳକର ସାନବାଣ୍ଠା ଗ୍ରାମର ଅଲେଖ ଚନ୍ଦ୍ର ଧଳ ଘରର କୌଣସି କାମ ପାଇଁ ସାଇକେଲ ଯାଉଥିବାବେଳେ ରାସ୍ତାରେ ସାଇକେଲ ରୁ ଖସିଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।ଘଟଣାଟି ରବିବାର ସକାଳେ ଘଟିଥିଲା ।ପରେ ପରିବାର ଲୋକେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ ।ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଆଜି ଗୋରୁମହିଷାଣି ପୋଲିସ ପକ୍ଷରୁ ଏକ କେଶ ମାମଲା ୦୯/୨୦୨୬ ରୁଜୁ କରାଯାଇ ମୃତକର ଶବ ଵ୍ଯବଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ‌ପୋଲିସ ଘଟଣାର ସବିଶେଷ ତଦନ୍ତ କରୁଛି ।

Related posts

ମୋଟର ସାଇକେଲ ଦୁର୍ଘଟଣା ଯୁବକ ମୃତ 

masiha

ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ରାଇରଙ୍ଗପୁର ଟାଉନଥାନା ପକ୍ଷରୁ ତାମଳବନ୍ଧରେ ପୋଲିସ ସମିତି ବୈଠକ

Sunil Chandra Nayak

Leave a Comment

error: Content is protected !!