ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀରେ ବୁଡି ଜଣେ ମୃତ

ନଦୀରେ ବୁଡି ଜଣେ ମୃତ

ଭଞ୍ଜନଗର,୧୨/୯ ଗଞ୍ଜାମ ଭଞ୍ଜନଗର ଥାନା ଅଧିନ ଗୋହିରିବାଡ଼ି ଗ୍ରାମରେ ନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣ ହେଲେ ଗୁଣ୍ଡୁରିବାଡ଼ି ପଞ୍ଚାୟତ ଗୋହିରିବାଡି ଗ୍ରାମର ବିଶ୍ୱନାଥ ନାୟକଙ୍କ ପୁଅ ସନ୍ତୋଷ କୁମାର ନାୟକ(୫୦)। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ,ସନ୍ତୋଷ ଜଣେ ଚାଷୀ ହୋଇଥିବା ବେଳେ ଗୁରୁବାର ଅପରାହ୍ନ ସମୟରେ ଜମି ଆଡ଼କୁ କାମ କରିବାକୁ କରିବାକୁ ଯାଇଥିଲେ। ହେଲେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଏହାପରେ ଗ୍ରାମ ନିକଟ ନଦୀରେ ସେ ପାଣିରେ ପଡ଼ିଥିବା କିଛି ଲୋକ ଦେଖିଥିଲେ। ଏହାପରେ ତୁରନ୍ତ ସେଠାରୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସନ୍ତୋଷକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Related posts

ହସ୍ତାନ୍ତର ପ୍ରକ୍ରିୟା ନୋହିଲା :ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ପରିଚାଳନା ଦ୍ବନ୍ଦ୍ୱ ମଧ୍ୟରେ 

Sunil Chandra Nayak

ବ୍ୟାସ କବି ଫକିରମୋହନ ସେନାପତିଙ୍କ ଜନ୍ମ ଦିନ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦର ଭବ୍ୟ କାର୍ଯ୍ୟକ୍ରମ

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!