ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀମତୀ ମଧୁମିତା,IAS ଜିଲ୍ଲାପାଳ ନବରଙ୍ଗପୁରଙ୍କ ସହିତ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ

ଶ୍ରୀମତୀ ମଧୁମିତା,IAS ଜିଲ୍ଲାପାଳ ନବରଙ୍ଗପୁରଙ୍କ ସହିତ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ

ନବରଙ୍ଗପୁର:(୧୪.୧୦.୨୦୨୬)(ରବି ନାରାୟଣ ମହାନ୍ତି)ଜିଲ୍ଲାପାଳ, ନବରଙ୍ଗପୁର ଭାବେ ଶ୍ରୀମତୀ ମଧୁମିତା IAS ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଓଡିଶା ରାଜସ୍ୱ ଅମଲା ସଂଘ,ଜିଲ୍ଲା ଶାଖା ନବରଙ୍ଗପୁରର କର୍ମକର୍ତ୍ତା ବୃନ୍ଦ ଏକ ସୌଜନ୍ୟ ମୂଳକ ସାକ୍ଷାତ କରି ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ l ଏହି ସାକ୍ଷାତ ସମୟରେ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନାକୁ ଜନସାଧାରଣ ନିକଟରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବୁ ବୋଲି ସଂଘ କର୍ମକର୍ତା ପ୍ରକାଶ କରିଥିଲେ l ସାକ୍ଷାତ ସମୟରେ ସେକସନ ଅଫିସର ତଥା ଓଡିଶା ରାଜସ୍ଵ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ, ଜିଲ୍ଲା ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଦାସ, ଜିଲ୍ଲା ସଭାପତି ବିବେକ ନାୟକ, ଉପ ସଭାପତି ଶୌରଭ ଦାସ, ସମ୍ପାଦକ ଦେବାଶିଷ ସୁଆର,କୋଷାଧକ୍ଷ ମହମ୍ମଦ ସହିଦ ଆକତର, ସହ ସମ୍ପାଦକ ମୈଥିଲୀ ପଟ୍ଟନାୟକ, ଅକ୍ଷୟ ଭକ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୁମ୍ଭାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

କୁଲିହାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ପାଳନ

Sunil Chandra Nayak

ଧର୍ମଗଡ ରେ ପ୍ରବଳ ବର୍ଷା…. ଏସ ଟି ସ୍କୁଲ ଛକ ର ହାଲ ବେହାଲ ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ

masiha

Leave a Comment

error: Content is protected !!