ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୪୨ ବର୍ଷର ନାମ୍ପୋ ସାର୍ବଜନୀନ ଜଗଦ୍ଧାତ୍ରୀ ପୂଜା ଆରମ୍ଭ

୧୪୨ ବର୍ଷର ନାମ୍ପୋ ସାର୍ବଜନୀନ ଜଗଦ୍ଧାତ୍ରୀ ପୂଜା ଆରମ୍ଭ

ଜଳେଶ୍ଵର,୧୮/୧୧(ମନିସ)-, ଶ୍ରୀ ଶ୍ରୀ ଜଗଦ୍ଧାତ୍ରୀ ଦେବୀଙ୍କର ପୂଜା ଆଜି ନାମ୍ପୋ ହାଟ ପରିସରରେ ଥିବା ସ୍ଥାୟୀ ମଣ୍ଡପରେ ଆରମ୍ଭ ହୋଇ ଦିବସ ବ୍ୟାପୀ ଚାଲିବା ପରେ ହୋମାଦି କାର୍ଯ୍ୟ କରାଯାଇଥିଲା।ଏହି ସାର୍ବଜନୀନ ପୂଜା ୧୮୮୫ ମସିହାରେ ଆରମ୍ଭ ହୋଇ ଅଦ୍ୟାବଧି ଚାଲି ଆସୁଛି।୧୨ ଜଣିଆ କମିଟିର ସଭାପତି ରୂପେ ନିଖିଲ ପରିଡ଼ା ଓ ସମ୍ପାଦକ ରୂପେ ବାସୁଦେବ ଦାସ କାର୍ଯ୍ୟ କରୁଛନ୍ତି।ଏହି ସର୍ବ ପୁରାତନ ପୂଜା ଦେଖିବା ପାଇଁ ନାମ୍ପୋ ପଞ୍ଚାୟତ ଵ୍ୟତିତ ଆଖ ପାଖ ଖାଲିନା,ସମ୍ପତ୍ତିଆ, ସୁଗୋ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶହ ଶହ ସଂଖ୍ୟାରେ ଭକ୍ତ ଏଠାକୁ ଆସିଥାନ୍ତି।ଆଜି ସନ୍ଧ୍ୟାରେ ଯାତ୍ରା ପରିବେଷଣ କରାଯାଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବ୍ଲକ୍ ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଷଷ୍ଟ ଦିନରେ ସଡକ ସୁରକ୍ଷା ସଚେତନତା

Sunil Chandra Nayak

ଜିଲ୍ଲାରେ ମା ଓ ଶିଶୁ ର ଉତ୍ତମ ସ୍ୱାସ୍ଥ୍ୟ ଓ ପୋଷଣ ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମିଳିତ ବୈଠକ 

Sunil Chandra Nayak

କବୟିତ୍ରୀ ରଞ୍ଜୁଲତା ପାଢ଼ୀଙ୍କୁ ପୁରସ୍କୃତ କଲେ ସମ୍ଭୁନାଥ ସେଠୀ

Sunil Chandra Nayak

Leave a Comment

error: Content is protected !!