ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର – ଅଁଳାଡୁବାରେ ଅଜଣା କାର ଧକ୍କାରେ ବାଇକ ଚାଳକ ଗୁରୁତର; ଅଗ୍ନିଶମ ବିଭାଗ ଦ୍ବାରା ଉଦ୍ଧାର

ମୟୂରଭଂଜ-୨୩/୫/୨୨(ମସିହା)  ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅଁଳାଡୁବା ରାସ୍ତାରେ ଏକ ବାଇକକୁ ଏକ ଅଜଣା କାର ଧକ୍କା ଦେଇ ଦୃତ ଗତିରେ ଆସି ପଳାଇଛି ।ଘଟଣାଟି ରବିବାର ରାତି ୮ ଟା ପାଖାପାଖି ସମୟରେ ଘଟିଥିଲା । ଗୁରୁତର ଜଣଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲା ।ପୋଲିସ ବାଇକ୍ କୁ ଜବତ କରି ଘଟଣାର ତଦନ୍ତ କରୁଛି ଯୁବକ ଜଣକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡାମତଳିଆ ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ବିଜୁ ଯୁବ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଏଵଂ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକର କଂଗ୍ରେସ କମିଟି ଗଠିତ

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଶୋଇଲେଣି ଠାକୁରାଣୀ

Sunil Chandra Nayak

Leave a Comment

error: Content is protected !!