ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅଶୀତ ତ୍ରିପାଠୀ 

 ନୂଆପଡା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ଅଶୀତ ତ୍ରିପାଠୀ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ନେସନାଲ କଲେଜ ପରିସର ମଧ୍ୟରେ ପରିଦର୍ଶନ କରି ସେଠାରେ ହେବାକୁ ଥିବା ୭.୫୨ କୋଟି ଟଙ୍କାର ଟାଉନ ହାଲ, ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ, ଲାଇଫ ଲାଇନ ଏକ୍ସପ୍ରେସ ପରିଦର୍ଶନ କରିଛନ୍ତି। ନେସନାଲ କଲେଜ ଠାରେ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ସହ ଆଲୋଚନା।ବିଭାଗୀୟ ଅଧିକାରୀ ସହ ସଦଭାବନା ସଭା ଗୃହ ପରିସର ରେ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ। ଗୁରୁବାର ଦିନ କୋମନା ଇଚ୍ଛାପୁର ଠାରେ ମିଲେଟ ମିଶନ, ଖଡ଼ିଆଳ କଲେଜ ଠାରେ ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଅଛି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର; ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ଦେହାନ୍ତ

Sunil Chandra Nayak

ବେଆଇନ ଭାବେ ଦେଶୀ ମଦ ବିକ୍ରି ଅଭିଯୋଗ ରେ ଯୁବକ ଅଟକ

Sunil Chandra Nayak

ଉତ୍କେଲା ରେ ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦ୍ଯାପିତ

Sunil Chandra Nayak

Leave a Comment

error: Content is protected !!