ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଘଟଣାରେ ଯୁବକ ମୃତ

କଲମପୁର ,୭/୬(ମସିହା) ଜୟପାଟଣା ଥାନା ଅନ୍ତର୍ଗତ ବଡ଼କୁଟୃ ଫାଣ୍ଡି ଅଧିନସ୍ଥ ମଣ୍ଡଳ ଧାନ ମଣ୍ଡି ନିକଟରେ ମଟର ସାଇକେଲ ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇ ଥିବା ଜଣା ପଡିଛି ।ମୃତକ ଜଣକ ମଣ୍ଡଳ ଗ୍ରାମର ସୀତାରାମ ଶବର ବୋଲି ଜଣାପଡିଛି । ଟ୍ରାକ୍ଟର ସହ ଧକ୍କା ହୋଇ ଏପରି ଘଟି ଥିବା ଲୋକେ ଅନୁମାନ କରୁଛନ୍ତି ।ମୃତକର ମଟର ସାଇକେଲ ଓଆର ୦୮-୪୭୪୨ ହେଇଥିବା ବେଳେ ସେ ଛିଟିକି ପଡିଥିବାରୁ ମୁଣ୍ଡରେ ଗଭୀର ଆଘାତ ଓ ପ୍ରବଳ ରକ୍ତଶ୍ରାବ ଯୋଗୁଁ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା ।ଗାଁ ଲୋକେ ଅମ୍ବୁଲେନ୍ସ ଡାକି ଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପାରି ନ ଥିଲା ।ଏନେଇ ବଡକୁଟୃ ପୁଲିସ ବିପନ କୁଲଦୀପକୁ ପଚାରି ବାରୁ ସେ ମୁ ଖବର ପାଇଛି ଘଟଣା ସ୍ଥଳକୁ ଗଳାପରେ ଏବିଷୟରେ କହି ପାରିବି ବୋଲି କହିଛନ୍ତି ।

କଲମପୁର ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ

Related posts

କବି ମୋହନ ଭଟ୍ଟ ପୂଣ୍ୟ ଉତ୍କଳ ଫାଉଣ୍ଡେସନରେ ସମ୍ମାନିତ

Sunil Chandra Nayak

ବାଘମୁଣ୍ଡା ସେବାଶ୍ରମ ସ୍କୁଲ୍ ପାଚେରୀ ପଛରୁ ଉଦ୍ଧାର ହେଲା ମୃତ ଶରୀର ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

Sunil Chandra Nayak

ରାଜା ଅନୁପ ସିଂହ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!