ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା ଛାଇ

  ଛାଇ

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

 

॥ଟିକେ ଛାଇ…

  ଜୀବନ କୁ କୋଳେଇ ନେବା ର ପ୍ରୟାସ….॥

 

୫୫) ଜନ୍ମଭୂମିପରା ମା’ ଭୁଲନା କେହି

      ଲୁହ ଲହୁ ପାଛୁ ଥାଏ ପଣତେ ସେହି

 

୫୬)ପୋଷାକ ରୁ ଭଲ ଭେଲ ଜଣା ପଡ଼େ ନାହିଁ

       ଗୁଣ ଭଲ ନ ଥିଲେ ଲୋକ ହସା ହୁଏ ସେହି

     

 କୋଲନରା,ରାୟଗଡ଼ା ଜିଲ୍ଲା

Related posts

ମୋଟେର ପଞ୍ଚାୟତରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରକାଶ କୁମାର ମିଶ୍ର ଙ୍କ କବିତା ସ୍ବାଭିମାନ

Sunil Chandra Nayak

ମୂର୍ଚ୍ଛନାସାହିତ୍ୟ ସଂସଦ ଶୀତ କବିତା ଆସର

Sunil Chandra Nayak

Leave a Comment

error: Content is protected !!