ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା ଛାଇ

  ଛାଇ

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

 

॥ଟିକେ ଛାଇ…

  ଜୀବନ କୁ କୋଳେଇ ନେବା ର ପ୍ରୟାସ….॥

 

୫୫) ଜନ୍ମଭୂମିପରା ମା’ ଭୁଲନା କେହି

      ଲୁହ ଲହୁ ପାଛୁ ଥାଏ ପଣତେ ସେହି

 

୫୬)ପୋଷାକ ରୁ ଭଲ ଭେଲ ଜଣା ପଡ଼େ ନାହିଁ

       ଗୁଣ ଭଲ ନ ଥିଲେ ଲୋକ ହସା ହୁଏ ସେହି

     

 କୋଲନରା,ରାୟଗଡ଼ା ଜିଲ୍ଲା

Related posts

ମାତ୍ରାଧିକ ଔଷଧ ସେବନ କରି ଯୁବକ ଗୁରୁତର

Sunil Chandra Nayak

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଜନଜୀବନ ପ୍ରଭାବିତ।

ଦାଦନ ଯାଇଥିବା ସ୍ୱାମୀ କୁ ହରାଇ ଚିନ୍ତାରେ ଫୁଲମଣୀ ୩ ଛୁଆ ଙ୍କୁ ପାଠ ପଢାଇବାରେ ଅସମର୍ଥ

Leave a Comment

error: Content is protected !!