ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ଦ୍ଵନ୍ଦରେ ଉପ ସଭପତି ନିର୍ବାଚିତ ହେଲେ ପଦ୍ମିନୀ ନାଗ

ଭବାନିପଟଣା -::୩୦/୦୬, ଭବାନୀପାଟଣା ସଦର ବ୍ଲକ କୁଟୃଖମାର ପ୍ରାଥମିକ କୃଷି ସମବାୟ ସମିତି ଲିଃ ଉପ ସଭାପତି ପଦବୀ ପାଇଁ ଗତକାଲି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଥିଲା। ଏଥିରେ ଜଣେ ମାତ୍ର ପ୍ରାର୍ଥୀନୀ ଶ୍ରୀମତୀ ପଦ୍ମିନୀ ନାଗ ଉପ-ସଭାପତି ପଦବୀ ପାଇଁ ପ୍ରାର୍ଥପତ୍ର ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିଥିବାରୁ ଆଜି ଉପ-ସଭାପତି ଭାବେ ଶ୍ରୀମତୀ ପଦ୍ମିନୀ ନାଗ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ମାନ ଗୋବିନ୍ଦ ଦଳାଇ ଘୋଷଣା କରିଛନ୍ତି। ଭବାନିପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ଜୁନାଗଡ଼ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଜଳ ସଙ୍କଟ, ସ୍ଥିତି ନସୁଧାରିଲେ ଆଗକୁ ମରୁଡ଼ିର ପଦଧ୍ୱନି

Sunil Chandra Nayak

ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରେ ଜାତୀୟ ବିଜ୍ଞାନ ଦିବସ

Sunil Chandra Nayak

Leave a Comment

error: Content is protected !!