ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳା ଦାସ ଙ୍କ କବିତା ପ୍ରଶଂସା

 ପ୍ରଶଂସା

 ମୁଁ ମାଳାରୂପେ ଗଳାରେ ଲମ୍ବାଇ

 

ବୁଲୁଥାଏ ସମୟକୁ ସାକ୍ଷୀ ରଖି ।

 

କେତେବେଳେ ରୁଚିରେ ତ,

 

ପୁଣି କେତେବେଳେ ରୂପସଜ୍ଜାରେ

 

କେତେବେଳେ ସାଙ୍ଗ ମେଳରେ ।

 

କେତେ ବେଳେ ସମାଜ ର ଚାକଚକ୍ୟ

 

 ମାହଲ ଭିତରେ । ପୁଣି

 

କେତେ ବେଳେ ଜଳୁଥିବା ଦୀପାଳୀର

 

 ସଳିତା ରୂପରେ ।

 

କେବେ ପଚାରିଛ ବଝିଛ,ନା ,ଜାଣି ଶୁଣି 

 

ବୁଝିବାକୁ ଇଛା କରିନ  

 

ମୁଁ କଣ ଚାହେଁ ଏତେ ପ୍ରଶ୍ନବାଚୀ 

 

ପ୍ରଶଂସା ଭାରାକ୍ରାନ୍ତ 

 

ଭିତରେ ମୋ ଉତ୍ତର

 

 ତାହା କେବେଳ ତୁମ ମୁହଁ ରେ

 

ସ୍ମିତ ହସଟିଏ ।।

ସଫଳା ଦାସ

କଟକ

Related posts

କଲମପୁର ବ୍ଲକ ଅନ୍ତର୍ଗତ ତିନୋଟି ପେକ୍ସ ରେ ତିନି ଉପସଭାପତି ପଦ ପାଇଁ ଜଣେ ଜଣେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି

ଢେଙ୍କାନାଳ ପଲ୍ଲିଶ୍ରୀ ମେଳାରେ ଷ୍ଟେଟ୍ ବ୍ୟାଙ୍କ୍ ମୋବାଇଲ ଏଟିଏମ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆକାଂକ୍ଷାର ରମ୍ୟରୂପ 

Sunil Chandra Nayak

Leave a Comment

error: Content is protected !!