ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳା ଦାସ ଙ୍କ କବିତା ପ୍ରଶଂସା

 ପ୍ରଶଂସା

 ମୁଁ ମାଳାରୂପେ ଗଳାରେ ଲମ୍ବାଇ

 

ବୁଲୁଥାଏ ସମୟକୁ ସାକ୍ଷୀ ରଖି ।

 

କେତେବେଳେ ରୁଚିରେ ତ,

 

ପୁଣି କେତେବେଳେ ରୂପସଜ୍ଜାରେ

 

କେତେବେଳେ ସାଙ୍ଗ ମେଳରେ ।

 

କେତେ ବେଳେ ସମାଜ ର ଚାକଚକ୍ୟ

 

 ମାହଲ ଭିତରେ । ପୁଣି

 

କେତେ ବେଳେ ଜଳୁଥିବା ଦୀପାଳୀର

 

 ସଳିତା ରୂପରେ ।

 

କେବେ ପଚାରିଛ ବଝିଛ,ନା ,ଜାଣି ଶୁଣି 

 

ବୁଝିବାକୁ ଇଛା କରିନ  

 

ମୁଁ କଣ ଚାହେଁ ଏତେ ପ୍ରଶ୍ନବାଚୀ 

 

ପ୍ରଶଂସା ଭାରାକ୍ରାନ୍ତ 

 

ଭିତରେ ମୋ ଉତ୍ତର

 

 ତାହା କେବେଳ ତୁମ ମୁହଁ ରେ

 

ସ୍ମିତ ହସଟିଏ ।।

ସଫଳା ଦାସ

କଟକ

Related posts

ଲୋକନୃତ୍ୟ ସଂଘର ନାଟକ ବହି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଭାରତ

Sunil Chandra Nayak

ଆଶ୍ରମ ର ଅବହେଳା ଯୋଗୁ ଚିକିତ୍ସା ପାଇବାରେ ବିଳମ୍ବ , ଛାତ୍ରୀ ଙ୍କ ମୃତ୍ୟୁ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!