ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜିଠାରୁ ଶ୍ରୀ ଶ୍ରୀ ବଳଦେବ ଜିଉ ଙ୍କ ମନ୍ଦିରରେ ଅବଢା ଆରମ୍ଭ.

ଢେଙ୍କାନାଳ -: ତା ୧୨.୦୭.୨୨ରିଖ/ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜିଉ ଙ୍କ ମନ୍ଦିରରେ ଆଜିଠାରୁ ଅବଢ଼ା ଭୋଗ ପୂଜା କରାଯାଇ ଭକ୍ତମାନେ ପ୍ରସାଦ ପାଇଛନ୍ତି । ସକାଳୁ ସକାଳୁ ମଙ୍ଗଳ ଆଳତୀ କରାଯାଇ ଦ୍ଵାରପାଳ ପୂଜା ଜ ପ୍ରାତଃ ରୁ ଦାନ୍ତ ଘସା ଓ ମହାସ୍ନାନ ପରେ, ବତ୍ସ ଫୁଲହାର ଓ ତୁଳସୀ ହାର ଲାଗି କରାଯାଇ ଥିଲା । ପରେ ବହ୍ଲବ ଭୋଗ ଖେଚୁଡ଼ି ଭୋଗ ମଧ୍ୟାନରେ ଅନ୍ନଧୂପ ଓ ସଂନ୍ଧାରେ ଆଳତୀ ଓ ରାତ୍ର ଧୂପ ହୋଇ ପହଡ ପଡିଥାଏ । ପୂଜକ ଶିବତ୍ସ ମିଶ୍ର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା ଓ ମନ୍ଦିରର ଜିମାଜାର ଶ୍ୟାମ ସୁନ୍ଦର ପାଣୀ ଙ୍କ ଉପସ୍ତିତିର ଆଜିଠାରୁ ଅବତା ଭୋଗ ଲାଗି କରାଗଲା ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ

Sunil Chandra Nayak

ବାଲେଶ୍ବର – ସରକାରୀ ଉପ୍ରା ବିଦ୍ୟାଳୟ ଦିମିରିଆରେ ଗଠନ ହେଲା ଶିଶୁ କ୍ୟାବିନେଟ 

ବିଜୟ କୁମାର ଜେନା ଙ୍କ କବିତା ଅନ୍ତୁଡ଼ିରୁ ଜୁଇ ଯାଏ

Sunil Chandra Nayak

Leave a Comment

error: Content is protected !!