ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଷୀଙ୍କ ପାଇଁ ବିଧାନସଭାରେ ଗର୍ଜିଲେ ଅଧିରାଜ

ଚଢାଦରରେ ସାର କିଣୁଛନ୍ତି ଚାଷୀ

ବୁଧୁବାର ଦିନ ବିଧାନସଭାରେ ପ୍ରଶ୍ନକାଳରେ ନୁଆପଡା ଜିଲ୍ଲାକୁ ଆବଶ୍ୟକ ପରିମାଣର ୟୁରିଆ ଓ ଡିଏପି ସାର ଯୋଗାଣ ହେଉ ନଥିବାରୁ ବାଧ୍ଯ ହୋଇ ଚାଷୀ ବଜାରରୁ ଚଢାଦରରେ କିଣୁଛି ତଥା ନାନୋ ୟୁରିଆ ନାମରେ ଚାଷୀଙ୍କୁ ଶୋଷଣ ବନ୍ଦ କରିବା ସହ ଜିଲ୍ଲାରେ ଆବଶ୍ୟକ ପରିମାଣର ସାର ଯୋଗାଇ ଦେବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଠାରେ ଆମ ପ୍ରୀୟ ବିଧାୟକ ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହୀ ଦାବୀ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସବୁ ପଞ୍ଚାୟତରେ ନାହିଁ ବ୍ୟାଙ୍କ: ରାଜ୍ୟରେ ୫୬୦୭ ବ୍ୟାଙ୍କ ଶାଖା ଓ ୭୪୬୧ ଏଟିଏମ୍‌ ଥିବା ସୂଚନା

Sunil Chandra Nayak

କୋପ୍ନେଶ୍ଵର ବେମାଲ ପାଇଲେ “ପ୍ରକୃତି ବନ୍ଧୁ” ସମ୍ମାନ

ଛାତ୍ର ଜନତା ଦଳ ତରଫରୁ ଆଜି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଜଳ ସେବା ଶିବିର ଆରମ୍ଭ

Sunil Chandra Nayak

Leave a Comment

error: Content is protected !!