ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏ କି ପୋଲିସ ବାବୁଙ୍କ ମାନବିକତା ???

ଢେଙ୍କାନାଳ : କଙ୍କଡ଼ାହାଡ଼ ବ୍ଲକ ବାଟଗାଁ ଗୁଡ଼ି ସାହିର ଗୋଟିଏ ରାସ୍ତା ଟି ଅତି ଶୋଚନୀୟ ଅବସ୍ଥା ରେ ପଡି ରହି ଥିବାରୁ ଏହି ସମସ୍ୟା ର ସମାଧାନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ରେ ଅଭିଯୋଗ କରିବାକୁ ଆସିଥିଲେ, ଓ ଗାଆଁ କୁ ରାସ୍ତା ନ ଥିବା ସମସ୍ୟା ଟିକୁ ବଡ଼ ପାଟିରେ କହିଥିଲେ। ଠିକ୍ ଏତିକି ବେଳକୁ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ଉକ୍ତ ବ୍ୟକ୍ତି ଙ୍କୁ ଧକା ମାରି ଟାଣି ଟାଣି ପୋଲିସ ଭ୍ୟାନ୍ ରେ ବସାଇ ଥାନାକୁ ନେଇଥିଲେ। ରାଜ୍ୟ ସରକାର 5T ଅଧୀନ ରେ ପୋଲିସ୍ ବିଭାଗ କୁ ରଖି ଥିବା ବେଳେ ସାଧାରଣ ଜନତା ପ୍ରତି ସେମାନଙ୍କ ର ଏପରି ଦୁଃବ୍ୟବହାର ଦେଖି ଜନ ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ର ପଂଚାୟତ ମାନଙ୍କ ରେ ଲୋକ ଙ୍କ ଅଭିଯାନ ର ପ୍ରଥମ ଗ୍ରାମସଭା

Sunil Chandra Nayak

ଜଂଗଲୀ ହାତୀ ଠାରୁ ଫସଲ ସୁରକ୍ଷା ନିମନ୍ତେ ଜିଲ୍ଲାପାଳ ଙ୍କୁ ଅଭିଯୋଗ

Sunil Chandra Nayak

ମ.ରାମପୁର ଓ ମୋହନଗିରି ସମବାୟ ସମିତି ସଭାପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!