ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଗ୍ରେସ ଦଳରେ ଶତାଧିକ ବିଜେପି ଓ ବିଜେଡି ଦଳର କର୍ମୀ ସାମିଲ

ଭବାନୀପାଟଣା:୧୯/୭-ମ.ନୀ.ସ:- ଆଜି ୧୯/୭/୨୦୨୨ ତାରିଖ ଦିନ ଭବାନୀପାଟଣା ସଦର ମହକୁମା ହିଲଟାଉନ୍ ଠାରେ ଥିବା ଏସଏନ୍ କନଫରେସ୍ସ ହଲରେ କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ହରିହର କୁମ୍ଭୀରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତଚରଣ ଦାସ, ସମ୍ମାନିତ ଅତିଥି ଭାବେ କଂଗ୍ରେସ ଦଳର ଜିଲ୍ଲା ସଭାପତି ଶ୍ରୀ ଭାରତ ବେମାଲ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ଜିଲ୍ଲା ସଂଯୋଜକ ଶ୍ରୀ ସରୋଜ କୁମାର ବାଗ, ଶ୍ରୀ ଚାଞ୍ଚେର ମାଝୀ ପ୍ରମୁଖ ଯୋଗ ଦେଇଥିବା ବେଳେ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ଯକ୍ରମ ରେ ବିଜେପି ଓ ବିଜେଡିର ଶତାଧିକ କର୍ମୀ କଂଗ୍ରେସ ଦଳରେ ସାମିଲ ହୋଇଥିଲେ।

ଭବାନୀପାଟଣା ରୁ କିଷନ କୁମାର ଶର୍ମାଙ୍କ ରିପୋର୍ଟ

Related posts

ନର୍ଲାବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ପୁଣି ଚର୍ଚ୍ଚାରେ ମହାନ୍ତି ଦମ୍ପତି, ଅଧ୍ୟକ୍ଷ ପଦବୀ ପାଇଁ  ଆସନ୍ତା କାଲି ହେବ ଭୋଟ୍

Sunil Chandra Nayak

ଖଡ଼ିଆଳ କଳାକାର ମାନଙ୍କ ବୈଠକ

Sunil Chandra Nayak

କୋକସରା ବ୍ଲକ ପଞ୍ଚାୟତ ନିର୍ବାହି ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!