ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲୀ ବାରିଆ ଛୁଆ ଧରି ବନ ବିଭାଗ କୁ ହସ୍ତାନ୍ତର କଲେ ଗ୍ରାମ ବାସୀ

ତେନ୍ତୁଳିଖୁଣ୍ଟି:- ୨୦/୦୭/୨୨-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ଗ୍ରାମ ରେ ବାରହ। ମେଳ ସହ ନିକଟ ଜଙ୍ଗଲ ରେ ଖାଦ୍ୟ ଅନ୍ବେଷଣରେ ଆସିଥିବା ବାରହ।ଛୁଆ ଅଚାନକ ଡଙ୍ଗାସିଲ ଗ୍ରାମ ମଝିରେ ପସିଯାଇଥିଲା ।ଏହି ବାରହା କୁ ଉଦ୍ଧାର କରି ଗ୍ରାମ ବାସୀ ତେନ୍ତୁଳିଖୁଣ୍ଟି ବନ ବିଭାଗ କୁ ଖବର ଦେଇ ଥିଲେ। ଖବର ପାଇ ତେନ୍ତୁଳିଖୁଣ୍ଟି ବନ ବିଭାଗ ଅତିରିକ୍ତ ବନପାଳ ଶ୍ରୀ ରିତେଶ ସୁନା ଓ କାବିରାଜ ନାୟକ ଓ ଦୁର୍ଯ୍ୟୋଧନ ଭତରା ପ୍ରମୁଖ ଙ୍କୁ ଗ୍ରାମବାସୀ ବାରହା କୁ ହସ୍ତାନ୍ତର କରିଥିଲେ। ନବରଙ୍ଗପୁର ରେଞ୍ଜନେଇ ବାରାହା ର ସ୍ୱାସ୍ଥ୍ୟ ପରୀକ୍ଷା କରି କେଉଁ ଠାରେ ଛଡାଯିବ ତାହା ସ୍ଥିର କରାଯିବ ବୋଲି ଶ୍ରୀ ସୁନା ପ୍ରକାଶ କରିଛନ୍ତି। ଗ୍ରାମବାସୀ ଙ୍କ ଏଭଳି କାର୍ଯ୍ୟ କୁ ସାଧାରଣରେ ପ୍ରଶଂସା କରାଯାଉଛି।

ତେନ୍ତୁଳିଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ

 

Related posts

ଗୋଷ୍ଠି ଶିକ୍ଷା ସମ୍ବଳ କେନ୍ଦ୍ରର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

କାରଗିଲ୍ ବିଜୟ ଦିବସ ଅବସରରେ ସହିଦ୍ ମାନଙ୍କ ସ୍ମ୍ରୁତି ରେ ବ୍ରୁକ୍ଷ ରୋପଣ କାର୍ଜ୍ୟକ୍ରମ

Sunil Chandra Nayak

ଲଗାଣ ବର୍ଷାରେ ବରଦେଇ ଗ୍ରାମର ଦୁଇ ବଖରା ଘର କାନ୍ଥ ପଡିବାରୁ ପରିବାର ଲୋକେ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!