ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଙ୍କ ଙ୍କ ବିଜୟ ପରେ ମିଷ୍ଟାନ୍ନ ବଣ୍ଟନ

ଉତ୍କେଲା,୨୧/୦୭, ,( ମ ନି ସ ) ଆଜି ଦେଶର ୧୫ତମ ରାଷ୍ଟ୍ରପତି ପଦ ପାଇଁ ଚାଲିଛି ଭୋଟ ଗଣତି ପରେ ଶେଷରେ ବହୁ ଭୋଟରେ ବିଜୟୀଲାଭ କରିଛନ୍ତି। ଗୋଟିଏ ପଟେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କ ଜିତ୍ ସୁନିଶ୍ଚିତ ହୋଇ ସାରିଛି ।ଏଥିପାଇଁ କଳାହାଣ୍ଡି ଜିଲ୍ଲାରେ ଗାଁ ଠୁ ସହର କେସିଙ୍ଗା,ଉତ୍କେଲା,ପାଷ୍ଟିକୁଡ଼ି ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବସନ୍ତ ପୁରୋହିତ ଙ୍କ ନେତୃତ୍ୱରେ ଉତ୍କେଲା ର ମିଷ୍ଟାନ୍ନ ବଣ୍ଟନ କରାଯାଇଛି। ବିଜେପିର ବଂଶିପାଣି ସାହା, ଅଭିମନ୍ୟୁ ସାହୁ, ବିରଞ୍ଚି ପ୍ରଧାନ, ଝସକେତନ ନାଏକ,ସୁଦର୍ଶନ ଭୋଇ,ପ୍ରମୁଖ ଉପସ୍ଥିତ ରହି ନୁତନ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଙ୍କୁ ଶୁଭେଛ୍ଛା ଜଣାଇଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ରଖେ ହରି ତ ମାରେ କିଏ ? ଅଳ୍ପକେ ବଞ୍ଚିଗଲା ଚାରି ଜୀବନ

Sunil Chandra Nayak

କାଉଡୋଳା ଛକରେ ସରକାରୀ ବସ, ଟ୍ରଲର ଓ ମିନିଟ୍ରକ ମଧ୍ୟରେ ଦୁର୍ଘଟଣା, ୨ ଗୁରୁତର

Sunil Chandra Nayak

ଡ଼ମ୍ବରୁଗଡ ମହୋତ୍ସବ ର ସପ୍ତମ ସନ୍ଧ୍ୟା – ଗିରିବର ଦାସ ଙ୍କ ବାଣୀ ଅଞ୍ଚଳ ପାଇଁ ଶାନ୍ତି ର ବାର୍ତ୍ତା ପ୍ରଚାର କରେ

Sunil Chandra Nayak

Leave a Comment

error: Content is protected !!