ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୧୭୯୯ ହାଇସ୍କୁଲରେ ନାହାନ୍ତି ପ୍ରଧାନଶିକ୍ଷକ: ପଦୋନ୍ନତି ଚୂଡ଼ାନ୍ତ ପରେ ବି ନିଯୁକ୍ତି ବିଳମ୍ବ

ଜୁଲାଇ ୮ତାରିଖରେ ବିଭାଗୀୟ ପଦୋନ୍ନତି କମିଟି(ଡିପିସି) ବସି ୧୧୫୦ଜଣ ବରି‌ଷ୍ଠ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ପଦକୁ ପଦୋନ୍ନତି ଦେବାପାଇଁ ନିଷ୍ପତ୍ତି ହୋଇଥିଲା….

 ରାଜ୍ୟର ଏକ ଚତୁର୍ଥାଂଶରୁ ଅଧିକ ହାଇସ୍କୁଲ ଏବେ ବିନା ପ୍ରଧାନଶିକ୍ଷକରେ ଚାଲିଛି। ଏହାଦ୍ବାରା ଶିକ୍ଷାଦାନ ସହିତ ପ୍ରଶାସନିକ କାର୍ଯ୍ୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଦୀର୍ଘଦିନ ହେଲା ହାଇସ୍କୁଲରେ ଅଚଳାବସ୍ଥା ଲାଗି ରହିଥିବାବ‌େଳେ ଗଣଶିକ୍ଷା ବିଭାଗ କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି। କିଛି ଯୋଗ୍ୟ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ମନୋନୀତ କରାଯାଇଥିଲେ ମଧ୍ୟ ସେମାନଙ୍କ ନିଯୁକ୍ତି ଦିଆଯାଉନାହିଁ। ଯୋଗ୍ୟ ଶିକ୍ଷକଙ୍କ ତାଲିକା ତିଆରିଠାରୁ ଆରମ୍ଭ କରି ପଦୋନ୍ନତି ପର୍ଯ୍ୟନ୍ତ କ’ଣ ପାଇଁ ବିଳମ୍ବ ହେଉଛି, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବାବେଳେ ପ୍ରଧାନ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ରାଜ୍ୟରେ ୬୧୯୩ଟି ସରକାରୀ ହାଇସ୍କୁଲ ମଧ୍ୟରୁ ୧୭୯୯ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦ ଏବେ ଖାଲି ପଡ଼ିଛି। ବିଭିନ୍ନ ହାଇସ୍କୁଲରେ ପ୍ରଧାନଶିକ୍ଷକଙ୍କ ପଦୋନ୍ନତି ବା ଅବସର ପରେ ଏଭଳି ସ୍ଥିତି ସୃ‌ଷ୍ଟି ହୋଇଛି। ପ୍ରଧାନଶିକ୍ଷକ ନିଯୁକ୍ତି କରି ଏଭଳି ପରିସ୍ଥିତିର ସମାଧାନ ପାଇଁ ୨୦୨୧, ନଭେମ୍ବର ମାସରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ପ୍ରଥମେ ଯୋଗ୍ୟ ଶିକ୍ଷକଙ୍କ କ୍ୟାଡର ଲିଷ୍ଟ୍ ତିଆରି କରାଯାଇଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ନିଯୁକ୍ତିରେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଇଥିଲା। ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇବାପରେ ଜୁଲାଇ ୮ତାରିଖରେ ବିଭାଗୀୟ ପ ଦୋନ୍ନତି କମିଟି(ଡିପିସି) ବସି ୧୧୫୦ଜଣ ବରି‌ଷ୍ଠ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ପଦକୁ ପଦୋନ୍ନତି ଦେବାପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ, ଏହା ମଧ୍ୟରେ ୨୦ଦିନ ଅତିବାହିତ ହେବାକୁ ବସିଥିଲେ ମଧ୍ୟ ସେମାନଙ୍କ ପଦୋନ୍ନତି ଅଟକି ରହିଛି। କିଛି ପ୍ରଧାନଶିକ୍ଷକଙ୍କୁ ବଦଳିଭିତ୍ତିରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଜଣେ ବରିଷ୍ଠ ଶିକ୍ଷକଙ୍କ କହିବା ଅନୁସାରେ, ପ୍ରଧାନଶିକ୍ଷକ ନଥିବାରୁ ଶିକ୍ଷାଦାନ ସମତେ ସ୍କୁଲର ଦୈନନ୍ଦିନ କାର୍ଯ୍ୟରେ ଗୁରୁତର ସମସ୍ୟା ସୃଷ୍ଟି ହେଉଥିବା ବେଳେ ଗଣଶିକ୍ଷା ବିଭାଗର କିଛି ଅଧିକାରୀ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏଭଳି କାଳକ୍ଷେପଣ ନୀତି ଗ୍ରହଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଫା ଫାଉଣ୍ଡେସନର ଉଦଘାଟନ ଓ ସେବା ପାଇଁ ମାରୁତି ଭ୍ୟାନ ଲୋକାର୍ପିତ

Sunil Chandra Nayak

ଶରଧାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

କର୍ଲାପାଟ ଜମିଦାରଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort