ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡାରେ ମହିଳା ଗୁରୁତର

ପାପଡାହାଣ୍ଡି,27/7— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତର ସଦର ମହକୁମାରେ ବୁଧବାର ଏକ ବିଷ ଧର ସାପ କାମୁଡାରେ ଜଣେ ମହିଳା ଗୁରୁତର ହୋଇଛନ୍ତି | ତାଙ୍କ ନାମ ପ୍ରେମଶିଲା ବିଶୋଇ | ଅପରାହ୍ନରେ ପ୍ରେମଶିଲା ଖାଇ ସାରି ଘରେ ବିଶ୍ରାମ ନେଉଥିବା ସମୟରେ ଘର ଉପରେ ମୂଷା ଧରିବା କୁ ଯାଉଥିବା ସାପ ତାଙ୍କ ଗୋଡ଼ ପାଖରେ ପଡି ପ୍ରେମଶିଲା ଙ୍କ ଗୋଡ଼ରେ କାମୁଡି ଥିଲା | ଏଥିରେ ସେ ଗୁରୁତର ହେବାରୁ ତାଙ୍କୁ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା | ବର୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି | ବିଲ ବାଡ଼ରେ ରାସୟନିକ ସାରର ବହୁଳ ବ୍ୟବହାର ଓ ଖାଦ୍ୟ ଅନ୍ୱେଷଣ ରେ ଜୀବ ଜନ୍ତୁ ମାନେ ଗାଁ ମୁହାଁ ହେଉଛନ୍ତି | ଲୋକଙ୍କ ଘରେ ରହି ଆକ୍ରମଣ କରୁଛନ୍ତି |

ପାପଡାହାଣ୍ଡିରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଚାର ଧାରାର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି

Sunil Chandra Nayak

କର୍କଟ ରୋଗୀ ଙ୍କୁ ସହାୟତା ସହ ଚିକିତ୍ସା ପାଇଁ ହାତ ବଢ଼ାଇଲେ ମାରୱାଡି ଯୁବାମଞ୍ଚ କର୍ମକର୍ତ୍ତା

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଭେଟିଲେ ତ୍ରିନିଦାଦ ରାଷ୍ଟ୍ରଦୂତ

Leave a Comment

error: Content is protected !!