ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ଼. ଏ ପି ଜେ ଅବଦୁଲ କଲାମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଡ. କଲାମ ଙ୍କ ସପ୍ତମ ବାର୍ଷିକ ତିରୋଧାନ ଦିବସ ପାଳିତ

 ଭବାନିପାଟଣା -: ଡ଼. ଏ ପି ଜେ ଅବଦୁଲ କଲାମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଡ. କଲାମ ଙ୍କ ସପ୍ତମ ବାର୍ଷିକ ତିରୋଧାନ ଦିବସ ସ୍ଥାନୀୟ ଶୀଳ୍ପିସଦନ ଠାରେ ଟ୍ରଷ୍ଟ ର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁଙ୍କ ଅଧକ୍ଷତା ରେ ଏକ ସ୍କୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସାଧାରଣ ସଂପାଦକ ଲବ୍ଧପ୍ରତିଷ୍ଠିତ ଶୀଳ୍ପି ମୁକ୍ତନ୍ଦ ରେଡି କାର୍ଯ୍ୟକ୍ରମ ସଂଯୋଜନ କରିଥିବା ସ୍ଥଳେ ବିଶିଷ୍ଟ ସାମ୍ବାଦିକ,କବି ତଥା ସାହିତ୍ୟକ , ଲଳିତ କାନୁନଗୋ ଙ୍କ ସହ ଶିକ୍ଷକ ନେତା ସର୍ବଶ୍ରୀ ସୃଶୀଳ କୁମାର ପ୍ରଧାନ, ଏମ.ନାଗେଶ୍ଵର ରାଓ ଦୋରା, ଜଗତ ରାମ ଶବର,ଧନଞୟ ପାଣିଗ୍ରାହୀ, ଭୃକ୍କଟି ଗଉଡ଼ , ଧନଞୟ ସାହୁ, ପାର୍ଥ ମହାନନ୍ଦ ପ୍ରମୁଖ ଭାରତ ରତ୍ନ ପୂର୍ବତନ ମହାମହିମ ରାଷ୍ଟ୍ରପତି ଡ଼ କଳାମଙ୍କ ସ୍କୃତି ଚାରଣ କରିଥିଲେ । ସଦସ୍ୟ ଶ୍ରୀ ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

କିଶନ ଶର୍ମା ଙ୍କ ରିପୋର୍ଟ

Related posts

ଉତ୍କଳ ସାଂସ୍କୃତିକ ପରିଷଦର କାର୍ଯ୍ୟାଳୟ ଉଦଘାଟନ

Sunil Chandra Nayak

ଦୁଇ ଦିବସୀୟ ଵାମନଘାଟୀ ଫୁଟବଲ ଚମ୍ପିୟାନ ୨୦୨୨/୨୩ ରାଇରଙ୍ଗପୁର ଷ୍ଟାଡିୟମରେ ଶୁଭ ଉଦଘାଟିତ

Sunil Chandra Nayak

ମିନତି ଙ୍କ କବିତା ଶଙ୍ଖା ସିନ୍ଦୂର

Sunil Chandra Nayak

Leave a Comment

error: Content is protected !!