ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜିନୀ ପତି ଙ୍କ କବିତା ଭଜନ

 ଭଜନ

ସରୋଜିନୀ ପତି

ହେ ଗିରିଧାରୀ………..
କଳା-ଧଳା-ହଳଦୀର ବେଶଧରି
ତିନି ରଥେ ଅଛ ଅବତରୀ ।0।
ଆଗେ ଚାଲେ ବଳଦେବ ଭାଇ
ମଝିରେ ଶୁଭଦ୍ରା ଚାନ୍ଦ ମୁହିଁ ।
ପଛରେ ଆସେ କାଳିଆ ଚମକାଇ
ଭକ୍ତ ଚାହିଁଛନ୍ତି ଏକ ହୋଇ ।
        ହେ ଗିରିଧାରୀ ,,,,,,,,,,,,(୧)
ବଡ ଦାଣ୍ଡ ତୋର ଶୋଭା ପାଏ
ରଥ ଦଣ୍ଡ ଟାଣି ଭକ୍ତ ମୋହେ ।
ବଡ ଦେଉଳ ରୁ ମାଉସୀମା ଘର
ପୋଡ ପିଠା ଖାଇ ତୁ ବାହୁଡିବୁ ।
         ହେ ଗିରିଧାରୀ …….(୨)
ରଥଯାତ୍ରା ସାରି ତୁ ବହୁାଯାତ୍ରା ରେ
 ଲକ୍ଷ୍ମି ଦେବୀ ଙ୍କର ମାନ ଭାଙ୍ଗି ।
ନନ୍ଦିଘୋଷ ରଥେ ବିଜେ କରି ଜଗା
ତାଳଧ୍ବଜରଥେ ବିଜେ ବଳଦେବ ।
ଦେବ ଦଳନକୁ ସଙ୍ଗେ ଧରି
        ହେ ଗିରି ଧାରୀ……..(୩)
     

   ରସୁଲପୁର ,ଯାଜପୁର

     

Related posts

ବିଶୋଇ ଥାନା ! କାଶିପେଣ୍ଟ ଗାଁ ପାଖ ଏକ ବିଲ ଗାଡିରୁ ମହିଳାଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର 

Sunil Chandra Nayak

ଓଡିଆ ଭାଷା ବିକାଶ ମଞ୍ଚର ଗଙ୍ଗାଧର ମେହେର ଜୟନ୍ତୀ ପାଳନ

Sunil Chandra Nayak

ମା ତାରିଣୀ ପୀଠ ରେ ନିଶା ମଂଗଳ ବାର ଓଷା ବିଧି ପାଳନ

Sunil Chandra Nayak

Leave a Comment

error: Content is protected !!