ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଧୁନିକର ଚାକଚକ୍ୟ ଭିତିରେ ହିଜିଯାଉଛି ଆମ ଐତିହ୍ୟ ପରମ୍ପରା ଓ ସଂସ୍କୃତି

ଢେଙ୍କାନାଳ, କାମାକ୍ଷାନଗର 7/8/22  ଆଜିର ଯୁବପିଢୀ ଆଗେଇ ଆସ ଆଉ ଅନୁଭବ କର ଗାଁ ମାଟି ,ପାଣି ଓ ପବନର ମମତା କୁ, ଗାଁ ର ସେଇ ଶଗଡ଼ ଗାଡ଼ିରେ କେଁ କଟମଟ ଶଦ୍ଦ ଭିତରେ ପରିଭ୍ରମଣ କରିବାର ଆନନ୍ଦ କୁ,ଏହାକୁ ଅଙ୍ଗେ ଲିଭାଅ ,ଦେଖିବ ଶରୀର, ମନ ଓ ଆତ୍ମାକୁ ସଦ୍‍ଭାଵନାର ଶାନ୍ତି ମିଳିଵ । ହେ ଆଜିର ଯୁଵପିଢୀ ଗଣ ଆସନ୍ତୁ ପଣ କରିବା ସଂକଳ୍ପ ନେବା ଆଧୁନିକର ଛାପ ଆମ ମାନଙ୍କ ଉପରେ ଯେତେ ପଡିଲେ ବି ଭୁଲିବା ନାହିଁ ଗାଁ କୁ ,ଭୁଲିବା ନାହିଁ ଶଗଡ଼ ଗାଡ଼ି ଏବଂ ଵଳଦକୁ । ଆମେ ଯଦି ଓଡ଼ିଆ ବୋଲି ଦେଶ ବିଦେଶରେ କହି ହେଉଛେ । ଏ ସବୁ କୁ ବାଦ୍ ଦେଇ କଣ ଆମେ ଓଡ଼ିଆ କଣ ଦେଉପରିବା ଓଡ଼ିଆ ର ପରିଚୟ ‌‌। ସେଇ ଗାଁ ର ଶଗଡଗାଡି ପ୍ରତ୍ୟେକ ଓଡ଼ିଆଙ୍କ ସ୍ଵାଭିମାନ ଏବଂ ଆମ ଐତିହ୍ୟ ସଂସ୍କୃତି ପରମ୍ପରା ର ଅନନ୍ୟ ପ୍ରତୀକ ।

    କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଜୟ କୁମାର ମିଶ୍ର  ଙ୍କ କବିତା ଏକା ତୁମ ପାଇଁ

Sunil Chandra Nayak

ଗାଁ ରେ ନାହିଁ ପୋଖରୀ ପଲମା ଝରଣ ହିଁ ଗାଁ ଲୋକଙ୍କ ସାହା ଭରସା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!