ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ୍ରାଇଭର ମହାସଂଘ ତରଫରୁ ଡାବୁଗାଁ ତହସିଲଦାର ଙ୍କୁ ଦାବିପତ୍ର

ଡାବୁଗାଁ, ୮/୮ – ନବରଙ୍ଗପୁର ଜିଲା ଓଡିଶା ଡ୍ରାଇଭର ମହାସଂଘ ଡାବୁଗାଁ ଶାଖା ତରଫରୁ ଏକ ଦାବୀପତ୍ର ଡାବୁଗାଁ ତହସିଲଦାର ଭବାନୀ ଶଙ୍କର ମିଶ୍ର ଙ୍କୁ ସୋମବାର ପ୍ରଦାନ କାରରଯାଇଛି | ଦାବିପତ୍ର ରେ ଡ୍ରାଇଭର ମହାସଂଘ ନିମନ୍ତେ ଜାଗା ଚିହ୍ନଟ ଓ ପ୍ରଦାନ ପାଇଁ ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ ଡ୍ରାଇଭର ମହାସଂଘ ର ଡାବୁଗାଁ ବ୍ଲକ ସଭାପତି ସନ୍ତୋଷ କୁମାର ଭତ୍ରା, ଉପସଭାପତି ଦିଲୀପ ନାୟକ , କୋଷଧକ୍ଷ ଦିଲୀପ କୁମାର ପାତ୍ର, ସମ୍ପାଦକ ଅମୀର ଅଲ୍ଲୀ ଖାନ, ସମ୍ପାଦକ ବିଶ୍ୱଜିତ ବୈଠାରୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଙ୍ଘ ଏକ ଅସ୍ଥାୟୀ ଗୃହରେ ନିଜର କାର୍ଯ୍ୟାଳୟ କରିଛି ତେଣୁ ସଙ୍ଘ ର ଏକ ସ୍ଥାୟୀ କାର୍ଯ୍ୟାଳୟ ଗୃହ କରିବା ନିମନ୍ତେ ଜାଗା ପାଇଁ ଦାବି ଜଣା ଯାଇଛି । ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଛ ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରିୟ ବିଜ୍ଞାନ ମେଳା କୁ ମନୋନୀତ

Sunil Chandra Nayak

ଫୁଲବାଣୀ ପ୍ରେସକ୍ଲବ ଠାରେ ୧୫୬ ତମ ଓଡ଼ିଆ ସାମ୍ବାଦିକାତା ଦିବସ ପାଳନ

Sunil Chandra Nayak

କୋକସରା ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନ ଙ୍କ ରେ ୭୬ ତମ ସ୍ଵାଧିନତା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!