ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ ଅନୁଷ୍ଠିତ

ବାଲେଶ୍ଵର,୨୫/୮/୨୨- ବାଲେଶ୍ଵର ଜିଲ୍ଲା ଔପଦା ଠାରେ ଥିବା ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସର NSS ଆନୁକୂଲ୍ୟରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରସଣ କରିଥିଲେ । ଏହି ଏକଦିବସୀୟ ଶିବିର ପ୍ରୋଗ୍ରାମ ଅଫିସର ଦ୍ୱାରିକା ନାଥ ସତପଥୀ ଙ୍କ ତତ୍ୱାବଧାନରେ ହୋଇଥିଲା l ଅଧ୍ୟକ୍ଷ ମୋହନ ଚନ୍ଦ୍ର ସାହୁଙ୍କ ଉପସ୍ଥିତି ଶିବିରାର୍ଥୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲା । ପ୍ରଶାନ୍ତ ରଣା, କାଞ୍ଚନ ପଣ୍ଡା, ଗୀତା, କବିତା, କମଳା, ମନୋରଞ୍ଜନ, ସସ୍ମିତା, କଳ୍ପନା, ବବିତା, ଅଞ୍ଜଳି ଓ ଚିନ୍ମୟୀ ପ୍ରମୁଖ ମୁଖ୍ୟ ଭୂମିକା ଅବଲମ୍ବନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ କର୍ମଚାରୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତୃପ୍ତି ରାଣୀ ପାତ୍ର ଙ୍କ କବିତା କିଛି ଜାଣିନାହିଁ ମୁହିଁ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ଶ୍ରୀକୃଷ୍ଣ ଜନ୍ମ ନାନ୍ଦୋତ୍ସବ 

Sunil Chandra Nayak

ଆଦର୍ଶ ପୋଖରୀ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ

Leave a Comment

error: Content is protected !!