ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ହେଲେ ସୁସ୍ମିତା

ବାଲେଶ୍ଵର,୧୨/୯/୨୨- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ଫେସବୁକ୍ ଗୃପରେ ଗତ ତା ୦୧/୯/୨୨ ରିଖ ଦିନ ଫୋଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି ସୁନ୍ଦର ସୁନ୍ଦର ଫଟୋ ପୋଷ୍ଟ କରିଥିଲେ । ସମସ୍ତ ଫଟୋ ଗୁଡିକୁ ଅନୁଷ୍ଠାନର ସମୀକ୍ଷିକା ସରସ୍ୱତୀ ପଣ୍ଡା ସମୀକ୍ଷା କରିଥିଲେ । ତାଙ୍କ ସମୀକ୍ଷାରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଶିକ୍ଷୟିତ୍ରୀ ତଥା ସୁ ସାହିତ୍ୟିକା ସୁସ୍ମିତା ମହାପାତ୍ରଙ୍କୁ ପ୍ରଥମ ସ୍ଥାନ ମିଳିଛି ।  ଏଥିସହିତ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାଥୀ ମାନଙ୍କ ସହିତ ଧର୍ମ ମାସରେ ଧାର୍ମିକ ପୀଠ ପରିଭ୍ରମଣ କରୁଛନ୍ତି ମୋ ଅନୁଷ୍ଠାନ ସମ୍ପାଦକ 

Sunil Chandra Nayak

ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ରବୀନ୍ଦ୍ରକୁମାର ବେହେରା ଙ୍କ ଗଳ୍ପ ବାବନା ଭୂତ କଥା

Leave a Comment

error: Content is protected !!