ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା  ସାହୁ ଙ୍କ କବିତା କାଶତଣ୍ଡୀ

   କାଶତଣ୍ଡୀ

   

    କବିତା  ସାହୁ 

ବରଷା ଚାଲିଲା ଶରତ ଆସିଲା 
ନଈ ପଠାରେ କାଶତଣ୍ଡୀ ହସିଲା 
ମନରେ ଖୁସିର ଲହରୀ ଉଠିଲା
ପାର୍ବଣ ଋତୁରେ ମାଁ ମୁହଁ ଦିଶିଲା ।
୨- ଧୋବ ଫରଫର ଦିଶଇ କି ସୁନ୍ଦର 
    ନଈ ପଠା, କ୍ଷେତ,ପୋଖରୀ ହିଡ 
    ଢେଉ ଢେଉ ନାଚ କାଶତଣ୍ଡୀର 
     ଜନ ମନ ହରେ ଶୋଭା ଅପାର। 
୩-  ଆଶ୍ବିନ କୁ ଅନୁସରଣ କରି 
    କାଶତଣ୍ଡୀ ଆସେ ମରତ ପୁରି
      ଝରା ସପନ ର ଥାଳିକୁ ଭରି
      ମରୁତ ଦେହରେ ରଙ୍ଗକୁ ବୋଳି। 
୪- ନଈ ନାଳ ସବୁ ଗଲାଣି ଶୁଖି
    ନାହିଁ ବିଲ ପାଟ ଆଉ ତ କିଛି 
     କାଶତଣ୍ଡୀ ଆଉ ଫୁଟୁନି ବେଶୀ
     ମାଆ ଦଶଭୁଜା ଆସିବେ ହସି 
      ସ୍ବାଗତ କରିବା ସଭିଏଁ ମିଶି।

             ଜୟପୁର

Related posts

ମା ତାରିଣୀ କଂ ପବିତ୍ର ପିଠ ଘଟଗାଁ ଠାରେ ତ୍ରିରଙ୍ଗା ଯାତ୍ରା ମହାସମାରୋହରେ ପାଳିତ

Sunil Chandra Nayak

ଟେମରି ଓ ଚିଚିଆ ରେ ବିଶ୍ୱକର୍ମା ପୂଜା ଆୟୋଜିତ 

Sunil Chandra Nayak

ପୁଣିଥରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!