ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ବ୍ଲକ ଗଣ୍ଡ ସମାଜ ତରଫରୁ ଧଅଁରପୁର ଠାରେ ନୁଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ

 ଧର୍ମଗଡ ବ୍ଲକ ର ବିଭିନ୍ନ ଗ୍ରାମ ରୁ ତଥା କଳାହାଣ୍ଡି ଜିଲ୍ଲା ର କୋଣ ଅନୁକୋଣ ରେ ଥିବା  ଗଣ୍ଡ ସମାଜ ର ସମସ୍ତ ଗଣ୍ଡ ଆଦିବାସୀ ତଥା ପଡୋଶୀ ଜିଲ୍ଲା ଓ ପଡୋଶୀ ରାଜ୍ୟ ରୁ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l କଳାହାଣ୍ଡି ଗଣ୍ଡ ସଂସ୍କୃତି ସମାଜ ଶ୍ରୀ ଲବଣୀ ନାଏକ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲl l ମୁଖ୍ୟବକ୍ତା ଭାବରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ,ମୁଖ୍ୟଅତିଥି ଭାବରେ ବେନ୍ଦ୍ରା ନୟାଗଡ଼ ଛତିଶଗଡ଼ ବିଧାୟକ ଶ୍ରୀ ଡମ୍ବରୁଧର ପୁଝାରୀ,ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ବେନ୍ଦ୍ରା ନୟାଗଡ଼ ଶ୍ରୀ ଗୋବର୍ଦ୍ଧନ ମାଝୀ,ଧର୍ମଗଡ ଗଣ୍ଡ ସମାଜ ସଭାପତି ଶ୍ରୀ ଟଙ୍କଧର ଅଁଟି, କୁମୁଦିନୀ ଗଏଁନ୍ତା,ଯୁବରାଜ ନାଏକ, ବହାଦୁର ମାଝୀ,ଖଗେଶ୍ୱର ମାଝୀ, ଚନ୍ଦ୍ରଧ୍ଵଜ ମାଝୀ, ଇନ୍ଦୁମତୀ ମାଝୀ, ଭବେଶ ଗଏଁନ୍ତା,ତ୍ରିଭୁବନ ମାଝୀ, ବିଷ୍ଣୁ ପୁଝାରି,ଶ୍ୟାମସୁନ୍ଦର ମାଝୀ,ମନୋଜ କୁମାର ମାଝୀ ଓ ମଞ୍ଚ ପରିଚାଳନା କରିଥିଲେ ଜଣେ ବିଶିଷ୍ଠ ଶିକ୍ଷାବିତ ଶ୍ରୀ ପଦ୍ମଲୋଚନ ନାଏକ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

ଭବାନୀପାଟଣା ଠାରେ ବିଶ୍ଵ ଦକ୍ଷତା ବିକାଶ ଦିବସ ପାଳିତ

Sunil Chandra Nayak

ସଦଜ୍ଞାନ ଜାଗୃତି ସେବାଶ୍ରମ ତଳତାପଣ୍ତାରେ ଯୋଗ ଦିବସ

Sunil Chandra Nayak

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ସକାଳ ଜଣାଣ

Sunil Chandra Nayak

Leave a Comment

error: Content is protected !!