ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗରମ ଚା ରେ ପଡି ଶିଶୁ ଗୁରୁତର, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର

କୋକସରା,୧୨/୧୦- ( ମ ନି ସ )  ଗରମ ଚା ରେ ବସି ପଡିବାରୁ ଶିଶୁ ଗୁରୁତର ହୋଇପଡ଼ିଛି। କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମର କସ୍ତୁରୀ ନଗର ପଡାରେ ରହୁଥିବା ଚତୁର୍ଭୁଜ ପୋଢ଼ ଙ୍କ ୪ ବର୍ଷର ଶିଶୁ ପୁଅ ଗୋବିନ୍ଦ ପୋଢ଼ ଆଜି ସକାଳେ ଚୁଲିରେ ଥିବା ଗରମ ଚାହାରେ ଅସାବଧାନତା କାରଣରୁ ବସି ପଡିବାରୁ ଗୁରୁତର ଆହତ ହୋଇଛି। ପରିବାର ପକ୍ଷରୁ ତାକୁ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ହେଲେ ଅଧିକ ଚିକିତ୍ସା ପାଇଁ ଡାକ୍ତର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଗରିବ ପରିବାରର ହୋଇଥିବା ଯୋଗୁଁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି।

Related posts

ଶିଶୁ କବିତା – କୁକୁଡ – କୁ

Sunil Chandra Nayak

ଢେଙ୍କାନାଳ ସଚେତନ ନାଗରିକ ଫୋରମ ଦ୍ୱାରା ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ତିରୋଧାନ ଦିବସ ପାଳିତ, ଯୋଗଦେଲେ ମାନ୍ୟବର ସାଂସଦ ଓ ଜିଲ୍ଲାପାଳ 

Sunil Chandra Nayak

କୋକସରା ଆଦର୍ଶ ବିଦ୍ୟାଳୟରେ ଦୁଇ ଦିବସୀୟ ବାର୍ଷିକ କ୍ରୀଡା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!