ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ନଗର ଯାଦବ ମହାସଭା ର କର୍ମ କର୍ତ୍ତା ଚୟନ

ଧର୍ମଗଡ:୧୭/୧୦/୨୨: ଧର୍ମଗଡ ନଗର (ଏନଏସି) ଯାଦବ ମହାସଭା ର ଏକ ଜରୁରୀ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଡମ୍ବରୁ ଧର ଲହଜଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ରେ ପୂର୍ବତନ ସରପଞ୍ଚ ଧନୁ ଗୋପାଲ, ସୁରେଶ ଭଇସାଲ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଯୁଏଡ, ଜଳନ୍ଧର ଗୋପାଲ, ମାଧବ ଲହଜଲ, ଡାକେ ଲହଜଲ, ଅଭୟ ବାଗ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ । ଏଠାରେ ବିଭିନ୍ନ ସାମାଜିକ ଆଲୋଚନା ସହ ଯାଦବ ମହାସଭା ର ଧର୍ମଗଡ ନଗର (ଏନ ଏସି) କମିଟି ଗଠନ କରାଯାଇଥିଲା । ସର୍ଵ ସମ୍ମତି କ୍ରମେ ଅନିରୁଦ୍ଧ ଲହଜଲ ଙ୍କୁ ସଭାପତି, ପ୍ରମୋଦ ହଂସ, ମହେନ୍ଦ୍ର ଖର୍ସେଲ ଓ ଧନିଷ୍ଠ ଲହଜଲ ଙ୍କୁ ଉପ ସଭାପତି, ଅରୁପ ବାଗ ଙ୍କୁ ସମ୍ପାଦକ, ବିରଞ୍ଚି ଭଇସାଲ ଙ୍କୁ ଯୁଗ୍ମ ସମ୍ପାଦକ ଏବଂ ଗୁଣନିଧି ବାଗ ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । 

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଉନ୍ନତ ପ୍ରଣାଳୀରେ ସଜନା ଚାଷ ପାଇଁ ସମାବେଶ

Sunil Chandra Nayak

କବିତା – କଣ୍ଢେଇର ବାହାଘର

Sunil Chandra Nayak

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ଓ ଚଣ୍ଡୀ ସମଲାଇଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!