ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ବ୍ୟକ୍ତି ଙ୍କ ପରଲୋକ ରେ ଭୂବନ ଅଞ୍ଚଳ ରେ ଶୋକ ର ଛାୟା

କାମାକ୍ଷା ନଗର (ମ ନି ସ)୨୨/୧୦_ଭୁବନ ବରିଷ୍ଟ ନାଗରିକ ଜନସ୍ୱାର୍ଥ ଟ୍ରଷ୍ଟ ପକ୍ଷରୁ ପାଲା ମଣ୍ଡପ ଠାରେ ଭୁବନ ଦଶରା ବଳଦ ଶାନ୍ତି କମିଟି ସଭାପତି , କପୁଡ଼ିଆ ସମାଜ ର ରାଜ୍ୟ ସଭାପତି ତଥା ବିଜୁ ଜନତା ଦଳ ର ବରିଷ୍ଠ ସଦସ୍ୟ ଶ୍ରୀ ବାସୁଦେବ ବେହେରା ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ତତ୍ ସଙ୍ଗେ ସଙ୍ଗେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଉଛି।

କାମାକ୍ଷା ନଗରରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ରୀକ୍ଷିରାମ ମେହେର ଙ୍କ କବିତା ଶେଷ ଇଚ୍ଛା

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଯାହାକୁ ଯେଉଁ ଥାନ

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଜାଳିଛି ପ୍ରେମ‌ ଦୀପାଳି

Sunil Chandra Nayak

Leave a Comment

error: Content is protected !!