ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାର୍ତ୍ତିକେଶ୍ଵର ଭଷାଣି ସମୟରେ ଅଘଟଣ, ବାଣ ଫୁଟି ୪୦ରୁ ଅଧିକ ଆହତ

କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ଵର ଭଷାଣି ଚାଲିଥିବା ସମୟରେ ଅଘଟଣ ବାଣ ଫୁଟି ୪୦ରୁ ଅଧିକ ଆହତ ୫ଜଣ ଗୁରୁତର । ସମସ୍ତ ଗୁରୁତରମାନଙ୍କୁ ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏବେ ସୁଧା ସ୍ପଷ୍ଟ ଚିତ୍ର କିଛି ଆସିପାରିନାହିଁ କେତେ ଜଣ ପୋଡି ହୋଇଛନ୍ତି !ସେପଟେ ପୋଲିସ ଘଟି ଥିବା ଘଟଣା ଉପରେ ତନାଘନା ଖୋଳ ତାଡ଼ ପକ୍ରିୟା ଆରମ୍ଭ କରିଦେଇଛି,!

ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ପହଁଞ୍ଚିଲେ କେନ୍ଦ୍ରାପଡା ଜିଲ୍ଲାପାଳ ଗୁରୁତର ଓ ଆହତ ମାନଙ୍କ ପାଇଁ କଟକ ବଡ ମେଡିକାଲରେ ସମସ୍ତ ବ୍ୟବସ୍ଥା ହୋଇଥିବା କଥା କହିଲେ ଜିଲ୍ଲାପାଳ । ଘଟଣାର ତଦନ୍ତ କରାଯାଇ ଦୋଷୀ ମାନ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆ ଯିବ ବୋଲି କହିଲେ ଜିଲ୍ଲାପାଳ ।

କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ , ମସିହା ନିୟୁଜ 

Related posts

ଦୌଡ଼ି ପଳାଇବାକୁ ଉଦ୍ୟତ ହେଉଥିବା ବେଳେ ଧରାପଡିଲା ମୋବାଇଲ ଚୋର, ନିର୍ଦ୍ଧୁମ୍ ଛେଚିଲେ ଲୋକେ 

ବୋରଗୁଡ଼ାରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ରକ୍ତ ଦେଇ ବିପଦ ର ବନ୍ଧୁ ସାଜିଲେ ଯୁବକ

Sunil Chandra Nayak

Leave a Comment

error: Content is protected !!