ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୁଡିଦର ମଣ୍ଡି ଉଦଘାଟିତ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ପେକ୍ସ ଅଧିନସ୍ଥ ବୁଡିଦର ମଣ୍ଡି ଆଜି ଉଦଘାଟିତ ହୋଇଯାଇଛି ।ଚଳିତ ଖରିଫ ଚାଷ ରେ ଚାଷୀ ମାନେ ମଣ୍ଡିରେ ଠିକ ସମୟରେ ମଣ୍ଡିକୁ ଧ।ନ ଆଣି ବିକ୍ରି କରିବା ପାଇଁ ମଣ୍ଡିରେ ଚାଷୀମାନେ ଆଲୋଚନା କରିଥିଲେ ।ମଣ୍ଡି ଉଦଘାଟିତ ସମୟରେ ମୁଣ୍ଡରା ଗୁଡା ପେକ୍ସ ସଭାପତି ସୁନୀଲ କୁମାର ମେହେର ,ଜୁନାଗଡ଼ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ,ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଶ୍ୱରୀ ପ୍ରସାଦ ନେଗି ,ଡି ଇ ଓ ଜିତେନ୍ଦ୍ର ନ।ଏକ ,ସୀମାଞ୍ଚଳ ନ।ଏକ ,ଘନଶ୍ୟାମ ନ।ଏକ ,ଆର ଏ ମ ସି କର୍ମଚାରୀ ଦୟାନିଧି ନ।ଏକ , ଦାମୋଦର ବେହେରା ,ସୁପ୍ର।ସନ ଭୋଇ ,ପ୍ରସନ୍ନ କୁମାର ଶବର ,ନାନକ ମାଝି ,ପ୍ରମୋଦ ଶବର ,ରାଜିନ ମାଝି ,ପଦ୍ମା କେଶରୀ ଶବର ଏବଂ ଲାଲ ମୋହନ ମାଝି ପ୍ରମୁଖ ଉପସ୍ଥିତ ରହି ଥିଲେ ।ପେକ୍ସ ସଭାପତି ସୁନୀଲ ମେହେରଙ୍କ କହିବାନୁଯାୟୀ ଚଳିତ ମଣ୍ଡିରେ ଚାଷୀ ମାନଙ୍କୁ ଠିକ ସମୟରେ ବୋରା ପ୍ରଦାନ ,ଧାନ ଉଠାନ କରାଯିବା ସହ ମଣ୍ଡିରେ ଯେମିତି କୌଣସି ସମସ୍ୟା ଦେଖା ନ ଦେବ ସେ ବିଷୟରେ ଅଧିକ ଧ୍ୟାନ ଦିଆ ଯିବ ବୋଲି ସେ ପ୍ରକାଶ କରିଥିଲେ ।

ସୁନ୍ଦର ମୋହନ ଛ ତ୍ରିଆ ,ଚିଲିଗୁଡା

Related posts

ମ୍ୟୁନିସିପାଲ ମହାବିଦ୍ୟାଳୟ ରେ ଜାତୀୟ ସେବା କାର୍ଯ୍ୟକ୍ରମ

Sunil Chandra Nayak

ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ଖଡ଼ିଆଳ ବିଧାୟକ ଙ୍କ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ଟିକ୍ରାପଡ଼ା ଗ୍ରାମ ପଞ୍ଚାୟତ ର ନବନିର୍ବାଚିତ ସରପଞ୍ଚ ଜମୁନା ହରିଜନ ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!