ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନୁଷ୍ଠାନିକ ଭାବେ ନୂଆପଡ଼ା ଜିଲ୍ଲାରେ ଧାନମଣ୍ଡି ଉଦଘାଟନ କଲେ ଜିଲ୍ଲାପାଳ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ନିୟମିତ ବଜାର କମିଟି ଠାରେ ଆଜି ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାୟ ଙ୍କ କର କମଳରେ ଧାନମଣ୍ଡି ଶୁଭ ଉଦଘାଟନ ହୋଇଯାଇଛି ।  ଏହି ଅବସରରେ ପୂଜା ପାଠ ସହ ଜିଲ୍ଲାପାଳ ନଡ଼ିଆ ଭାଙ୍ଗି ମଣ୍ଡି ଉଦଘାଟିତ କରିଥିଲେ । ଜିଲ୍ଲାରେ ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାରେ ରେ ପ୍ରଥମ କରି ଧାନ ମଣ୍ଡି ଆଗୁଆ ଆରମ୍ଭ ହୋଇଥିବା ବେଳେ ଚାଷି ମାନେ କିଭଳି ନିଜ ଉତ୍ପାଦିତ ଧାନ ଠିକ ଭାବରେ ବିକିପରିବେ ସେ ନେଇ କହିଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଏ. ଆର. ସି. ଏସ. ଓ. ଉମା ଶଙ୍କର ଦାସ ଆର୍ ଏମ ସି ସେକ୍ରେଟାରୀ ବିବେକାନନ୍ଦ ମହାନନ୍ଦ, ଜି ପ୍ରଭାକର ପାତୁ । ଖରିଆରରୋଡ଼ ମଣ୍ଡି ସମ୍ପାଦକ କାନ୍ତିଲାଲ୍ ସାହୁ ପ୍ରେମ୍ ଲାଲ୍ ସାହୁ ମନୋଜ ସାହୁ ସମେତ ଚାଷୀ ମାନେ ଉପସ୍ଥିତ ଥିଲେ । ଗତ ବର୍ଷ ଧାନ କିଣା ବିକା ରେ ଚଷି ମାନେ ଭୋଗିଥିବା ସମସ୍ୟା ଉପସ୍ଥାନ କରିବା ସହ ଚଳିତ ବର୍ଷ ଧାନ ବିକ୍ରି ଟୋକନ୍ ରେ ଜମି ତୁଳନା ରେ କମ୍ ଧାନ ଆସିଥିବା ଅଭିଯୋଗ କରିଥିଲେ। ତୁରନ୍ତ ସମସ୍ୟା ର ସମାଧାନ ର ପ୍ରତିଶୃତି ଦେବାସହ ମଣ୍ଡି ଠିକ୍ ରେ ଚାଲିବାକୁ କହିଥିଲେ। ସେହି ପରି କଟନି ଛଟନି ପ୍ରଶ୍ନ ର ଉତ୍ତର ରେ ସବୁ ଚାଷୀ ଏଫ୍ ଏ କ୍ୟୁି ମାନର ଧାନ ଦିଅନ୍ତୁ ଉଚିତ୍ ମୂଲ୍ୟ ନିଅନ୍ତୁ ବୋଲି କହିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଶ୍ରୀ ହୃଷୀକେଶ ଜାଲି , ମୁନିଗୁଡ଼ା, ରାୟଗଡ଼ା ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ତେରେସିଂହା ବିରାଟ ପର୍ବ ଉଦଯାପିତ

ରାଉରକେଲା – କବି ସୁଶାନ୍ତ କୁମାର ନାୟକଙ୍କ ଭିନ୍ନ ଏକ ପୃଥିବୀ ଲୋକାର୍ପିତ

Leave a Comment

error: Content is protected !!