ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପଥ ଦେଖା ହରି ପଥ କର ପାରି
    ଶରଣ ନେଉଛି ପାଦ
ମୋଜୀବନକାଳେ ତୁମେମୋପାଇଁ କି
    ମୋର ଜୀବନ ସଂପଦ।
ତୁମକୁ ଛାଡିକି କୁଆଡେ ଯାଉନି
     କରେ ସଦା ଅନୁସରି
ମୋଡାକ ଶୁଣିବ ମୋ ଭାବ ବୁଝିବ
    ଦିନବନ୍ଧୁ ଦଇତାରୀ।
ଗଲେ ଦୂର ପଥ ସ୍ମରଣ ତୋ ନେତ
       ଦୁଃଖ କୁ ଯାଉଛି ଭୁଲି
ଭଜନ ଗାଉଛି ସଂଗୀତ ଶୁଣୁଛି
       ତୋ ଗୁଣ ସଦା ଗାଇଲି।
ସ୍ନାନ କାଳ ଜପ ସୂର୍ଯ୍ୟ ନମସ୍କାର
       ପରେ ମନ୍ଦିର ଦର୍ଶନ
ତପ ଜପ କରି ପ୍ରାର୍ଥନା କରୁଛି
    ଭେଟ ହୁଏ ଭଗବାନ।
ତୂଳସୀ ପାଦୁକା ତୁଣ୍ଡରେ ପାଇଲେ
      ଶୁଦ୍ଧ ହୁଏ ମୋ ଶରୀର
ପବିତ୍ର ମନରେ କାମ ସବୁ କଲେ
   ଭକ୍ତି ମିଳେ ନିରନ୍ତର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଗୋଚର ଜମିରେ ପକ୍କାଘର ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ

Sunil Chandra Nayak

ରାଜ୍ୟ ମହିଳା ଆୟୋଗ ଦ୍ୱାରା ସମ୍ମାନିତ ହେଲେ କୋକସରା ସରପଞ୍ଚ

Sunil Chandra Nayak

ଧରାପୃଷ୍ଟ ରେ ଜଗତଜନନୀ ମା ମଙ୍ଗଳା ଙ୍କ ଅବତରଣ ଓ ଖୁଦୁରୁକୁଣୀ ଓଷା ପାଳିତ

Sunil Chandra Nayak

Leave a Comment

error: Content is protected !!