ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ବର୍ଷର ସୁଭେତ୍ସା ବାଣ୍ଟିଲେ, ତିର୍ତ୍ତୋଲ ସାମ୍ବାଦିକ ସୁରକ୍ଷା ସମିତି ର କାର୍ଯ୍ୟକର୍ତ୍ତା

ତିର୍ତୋଲ //ତା ୦୪୵୦୧୵୨୩ / ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନରେ ଥିବା ସମସ୍ତ ସରକାରୀ ଦପ୍ତର ମାନଙ୍କରେ ଅବସ୍ଥାପିତ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଭେଟି ନବ ବର୍ଷର ସୁଭେତ୍ସା ଜଣାଇଛନ୍ତି, ସାମ୍ବାଦିକ ସୁରକ୍ଷା ସମିତିର ତିର୍ତ୍ତୋଲ କର୍ମ କର୍ତ୍ତାମାନେ! ସମିତି ର ଉପଦେଷ୍ଟା ସାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ, ସଭାପତି ଶରତ କୁମାର ଦାଶ, ସମ୍ପାଦକ ମହମ୍ମଦ ସାକିର ଅଲ୍ଲୀ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସହସମ୍ପାଦକ ଭାଗବତ ପ୍ରସାଦ, ମିଡ଼ିଆ ସଂଯୋଜକ ସୁଶାନ୍ତ କୁମାର ମଲ୍ଲିକ ଏବଂ କୈଳାସ ବେହେରା , ତିର୍ତ୍ତୋଲ ତହସିଲଦାର ଅମୁଲ୍ୟ କୁମାର ସାହୁ, ମଣ୍ଡଳ ଉନ୍ନୟନ ଅଧିକାରୀ ଅଟଳବିହାରୀ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ତିର୍ତ୍ତୋଲ ର ପ୍ରଥମ ଶ୍ରେଣୀ ଅପରାଧିକ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମାନନୀୟା ନାଜେଦା ଖାତୁନ , ଉଠା ଜଳସେଚନ ର ଏସ.ଡି.ଓ. , ଆର.ଡବ୍ଲୁ.ଏସ.ଏସ.ର କନିଷ୍ଠ ଯନ୍ତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ସହିତ ନବ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ସୁଭେତ୍ସା ଜଣାଇଥିଲେ ।ସମସ୍ତ ଦପ୍ତରରେ ଆନନ୍ଦ ଉଲ୍ଲାସ ଭରିଯାଇଥିଲା ! କେହି କେହି ମଧ୍ୟ ସାମ୍ବାଦିକ ମାନଙ୍କୁ ଅତି ଖୁସିରେ ପାଲଟା ଉପହାରମାନ ଦେଇଥିଲେ ! ଏବଂ ମିଷ୍ଠାନ୍ନ ବାଣ୍ଟିଥିଲେ ! ବାସ୍ତବରେ ନବବର୍ଷ ସମସ୍ତଙ୍କ ପାଇଁ ପ୍ରେମ ଶାନ୍ତି ଏବଂ ଆନନ୍ଦର ବର୍ଷ ହେଉ ବୋଲି ଶୁଭେଛୁ ମାନେ ମତ ପୋଷଣ କରିଥିଲେ !

ତିର୍ତ୍ତୋଲ ଜଗତସିଂହପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା News Odisha.

Related posts

ଜିଲ୍ଲା ସ୍ତରୀୟ ଡ଼ିସ୍‌ଲେକ୍‌ସିଆ(ଶିକ୍ଷଣ ଅକ୍ଷମତା) ସଚେତନ‌ତା ଶିବିର 

Sunil Chandra Nayak

ସଚ୍ଚିଦାନନ୍ଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

masiha

ନୂଆପଡ଼ାରେ ଜାତୀୟ କୃମି ନାଶକ ଦିବସ ପାଳିତ l ସମଗ୍ର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଅଙ୍ଗନୱାଡ଼ି କେନ୍ଦ୍ରରେ ସାମୁହିକ ଔଷଧ ସେବନ

Sunil Chandra Nayak

Leave a Comment

error: Content is protected !!