ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ରାଜପଥରେ ପଡିଲା ଗଛ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାପଡାହାଣ୍ଡି,5/1, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ରୁ ନବରଙ୍ଗପୁର ରାସ୍ତାର ଜାତୀୟ ରାଜପଥ 26ର ମ୍ୟୁଜିଅମ ନିକଟରେ ଏକ ଗଛ ପଡ଼ିଥିବା ବେଳେ ଏଥରୁ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ମଧ୍ୟାହ୍ନରେ ରାସ୍ତା କଡ଼ରେ ଥିବା ବିରାଟ ଶାଳ ଗଛଟି ହଟାତ ଭାଙ୍ଗି ରାସ୍ତା ଉପରେ ପଡି ରହିଥିଲା | ଖବର ପାଇ ପାପଡାହାଣ୍ଡି ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ଥିଲେ | ପରେ ଗଛକୁ କଟାଯାଇ ରାସ୍ତାରୁ ହଟାଇଥିଲେ | ତେବେ ଏହି ଜାତୀୟ ରାଜପଥରେ ଦୈନିକ ଶତାଧିକ ଗାଡି ଚଳା ଚଳ ହୋଇଥାଏ | ଗଛ ଭାଙ୍ଗିବା ସମୟରେ କୌଣସି ଜନ ଜୀବନ କୁ ଆଘାତ ଲାଗି ନାହିଁ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସୁନ୍ଦରଗଡ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ରଘୁନାଥପାଲ୍ଲୀ ବିଧାୟକ

Sunil Chandra Nayak

ରାଇରଙ୍ଗପୁରରେ ହୋ ଭାଷାର ମାନ୍ୟତା ଦାବି ନେଇ ବିଶାଳ ସମାବେଶ 

Sunil Chandra Nayak

ବାହାରର ଟିପ୍ପର ଆରଏସପିରୁ ମାଲ ପରିବହନକୁ ବିରୋଧ କରି ରଘୁନାଥପାଲି ଟିପ୍ପର ମାଲିକ ସଂଘ ପକ୍ଷରୁ ଧର୍ମଘଟ

Leave a Comment

error: Content is protected !!