ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ୪୨ ମୌଜ଼ା ତରଫରୁ ବଂଧୁମିଳନ

କଟକ(ମନିସ),୨୧/୦୧ : କଟକ ସଦର ଆମ ୪୨ ମୌଜ଼ା ସଂଗଠନ ତରଫରୁ ବଳିବାମନ ପୀଠ ,ଚାନ୍ଦୁଲି ଠାରେ ଏକ ବଂଧୁମିଲନ ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜନ କରାଯାଇଥିଲା । ଏଥିରେ ୨୦୦ ରୁ ଅଧିକ ଲୋକ ଯୋଗଦେଇଥିଲେ ଏବଂ ଏଥିରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । .ଆମ ୪୨ମୌଜ଼ା ସଂଗଠନ ର ସଭାପତି ଦେବୀପ୍ରସାଦ ପତି,୪୨ମୌଜ଼ା ଉନ୍ନୟନ ପରିଷଦର ସଭାପତି ଅନିଲ ଦାସ,ଯୁବ ଛାତ୍ର ପରିଷଦର ଉପଦେଷ୍ଟା ପ୍ରଭାତ କୁମାର ଦେବତା ,ରାଷ୍ଟ୍ରୀୟ ପଛୁଆ ବର୍ଗର ପ୍ରଭାରୀ ସଞ୍ଜିତ ସସମାଲ, ହିନ୍ଦୁସେନାର ରାଜ୍ୟ ସଭାପତି ଦେବାଶିଷ ରାଉତ,ଯୁବ ଓ ଛାତ୍ର ନେତା ରଞ୍ଜିତ ମଲ୍ଲିକ ,ସମାଜ ସେବି ହରିଚନ୍ଦନ ନାୟକ,ବରିଷ୍ଠ ମୁରବି ଅଭୟ ମହାପାତ୍ର,ଅନିଲ ମହାପାତ୍ର, ଅନୟ ମହାପାତ୍ର,ଅତିଶ ଭୋଳ, ଶମ୍ଭୁ ବୈଠଲୁ,ବିଶ୍ୱରଂଜନ ସେଠୀ,ଉତ୍କଳ ବିକାଶ ପରିଷଦ(ଉବିପ)ର ଗାନ୍ଧୀ ଗୁରୁ ଦାସ,ବିଜୟ ମଲ୍ଲିକ,ଅଜୟ ଦେବତା,ଭାରତୀୟ କିସାନ ସଙ୍ଘର କଟକ ଜିଲ୍ଲାର ନିରଞ୍ଜନ ରାଉଳ,ସନ୍ତୋଷ ଭୋଇ,ପ୍ରସନ୍ନ ବେହେରା, ସାଗର ବେହେରା,ଅଜୟ ନାୟକ,ଅଜୁ ନାୟକ, ହୃଦାନନ୍ଦ ହୋତା,ଲାଲାଟ ଚୌଧୁରୀ, ରୁଦ୍ର ଜେନା,ନବକିଶୋର ପଣ୍ଡା,ମୁକ୍ତିକାନ୍ତ ମହାନ୍ତି, ଅଜୟ ଜେନା, ଏବଂ ପରିବର୍ତ୍ତନ ସଙ୍ଗଠନ ର ଆବାହକ ସୁଧାଂଶୁ ଦାସ,ଆନନ୍ଦ ନୃସିଂହ ସ୍ମୃତି କମିଟିର ସଭାପତି ନାରାୟଣ ଚନ୍ଦ୍ର ମହାନ୍ତି ଓ ଅନ୍ୟାନ୍ୟ ବହୁତ ବନ୍ଧୁମାନେ ଯୋଗଦେଇଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ। ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମ୍ବର୍ଦ୍ଧିତ….

Sunil Chandra Nayak

ଆସିକା ଉପ-କାରାଗାରରେ ‘ଦଶ କୋଟି ନିଶାମୁକ୍ତି ପ୍ରତିଜ୍ଞା’ ଅଭିଯାନ l ଅନ୍ତେବାସୀଙ୍କ ନିଶାମୁକ୍ତ ଜୀବନ ପାଇଁ ଶପଥପାଠ

Sunil Chandra Nayak

ଧଅଁରପୁର ଠାରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କଲେ ଧର୍ମଗଡ ବିଧାୟକ

masiha

Leave a Comment

error: Content is protected !!